ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛି ବିଜେପି

ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛି ବିଜେପି

ସମ୍ବଲପୁର ମାଟିରୁ କେନ୍ଦ୍ରକୁ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମଲୋଚନା। ସମ୍ବଲପୁରରୁ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଛନ୍ତି ଏକାଧିକ ପ୍ରଶ୍ନ। କହିଥିଲେ, ଏ ଅଂଚଳର ଭାଷା, କଳା ଓ ସଂସ୍କୃତି ଲାଗି ସମ୍ବଲପୁର ପାଇଛି ସ୍ଵତନ୍ତ୍ର ପରିଚୟ। ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଠମ ଅନୁଚ୍ଛେଦରେ ସାମିଲ ଲାଗି ଲଗାତର ୫ ଥର ଧରି ପ୍ରସ୍ତାବ ପଠାଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ କେନ୍ଦ୍ର କିଛି କଲେ ନାହିଁ।ମା’ ହିଙ୍ଗୁଳା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୁନ୍…

ଆସନ୍ତା ୧୯ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆସନ୍ତା ୧୯ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆସନ୍ତା ୧୯ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ ତାରିଖ ସନ୍ଧ୍ୟା ୭ଟାରେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପହଞ୍ଚିବା ପରେ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ପାଖାପାଖି ଘଣ୍ଟାଏ ଯାଏଁ ନିର୍ବାଚନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବେ । ୨୦ ତାରିଖରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ କରିବେ ଦର୍ଶନ । ପୁରୀ ବଡ ଦାଣ୍ଡରେ କରିବେ ରୋଡ ଶୋ’ ।…

ଭୋଟ ଦେବା ପାଇଁ ଯିବାକୁ ପଡି଼ବନି ମତଦାନ କେନ୍ଦ୍ର । ଘରକୁ ଆସିବେ ପୁଲିଂ ଅଧିକାରୀ ।

ଭୋଟ ଦେବା ପାଇଁ ଯିବାକୁ ପଡି଼ବନି ମତଦାନ କେନ୍ଦ୍ର । ଘରକୁ ଆସିବେ ପୁଲିଂ ଅଧିକାରୀ ।

ଏଣିକି ମତଦାନ କେନ୍ଦ୍ର ନୁହଁ , ଘରେ ବସି ଦେଇପାରିବେ ଭୋଟ । ଆଉ ଭୋଟ ସଂଗ୍ରହ ପାଇଁ ଘରେ ପହଞ୍ଚିବେ ପୁଲିଂ ଅଧିକାରୀ । ବାଲାଟ ପେପର ସହ ସିଲ ବକ୍ସ ଧରି ପୁଲିଂ ଅଧିକାରୀ ପହଞ୍ଚିଲେଣି ଘରକୁ । ଏହି ଘରୁ ସଂଗ୍ରହ ହେବ ଭୋଟ । ଭୋଟ ଦେବେ ଦିବ୍ୟାଙ୍ଗ ଡ. ଶୃତି ମହାପାତ୍ର ।ଇଭିଏମ ନୁହଁ ବାଲାଟ ପେପରରେ ସଂଗ୍ରହ ହେବ ଭୋଟ । ବାଲାଟ ପେପରରେ ଭୋଟରମାନେ କିପରି ଭୋଟ…

ସମ୍ବଲପୁରରେ ନବୀନଙ୍କ ଜୋରଦାର ପ୍ରଚାର । 

ସମ୍ବଲପୁରରେ ନବୀନଙ୍କ ଜୋରଦାର ପ୍ରଚାର । 

ସମ୍ବଲପୁର ପିଏଚଡି ପଡିଆରେ ବିଶାଳ ଜନସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସଭା ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ଲୋଡିଛନ୍ତି ନବୀନ। ବିଜେଡି ସରକାର ମାଗଣା ବିଜୁଳି ଦେବେ । ଜୁଲାଇ ମାସରୁ ବିଜୁଳି ବିଲ୍ ଆସିବ ନାହିଁ ।ଏହାସହ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ଦଳର ନେତା ମିଛ କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ସେମାନଙ୍କୁ ବିଶ୍ୱାସ ନ କରି ବିଜେଡି ପ୍ରାର୍ଥୀଙ୍କୁ ଭରସିବା…

ବିଭିନ୍ନ ପଞ୍ଚାୟତରେ ବିଜେପିର ନିର୍ବାଚନୀ ରାଲି ଓ ଦଳୀୟ କାର୍ଯ୍ୟାଳୟ ଉଦଘାଟନ

ବିଭିନ୍ନ ପଞ୍ଚାୟତରେ ବିଜେପିର ନିର୍ବାଚନୀ ରାଲି ଓ ଦଳୀୟ କାର୍ଯ୍ୟାଳୟ ଉଦଘାଟନ

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଭାପୁର ବ୍ଲକର ବିଜିପୁର, ପଦ୍ମାବତୀ ଓ ବାଉଁଶବାଟି ପଞ୍ଚାୟତ ରେ ବୁଧବାର ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ରାଲି ଓ ଦଳୀୟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ବୁଧବାର ସକାଳେ ପ୍ରଥମେ ବିଜିପୁର ସାଇ ମନ୍ଦୀର ପରିସରରୁ ହଜାର ହଜାର ଦଳୀୟ ମହିଳା ଓ ପୁରୁଷ କର୍ମୀ ମାନଙ୍କ ଗହଣରେ ବିଜେପି ବିଧାୟକ ପ୍ରାର୍ଥି ଦୁଷ୍ମନ୍ତ ସ୍ବାଇଁ, କଟକ ଲୋକସଭା ସାଂସଦଙ୍କ ପୁଅ ଲୋକରଞ୍ଜନ ମହତାବ,ପୂର୍ବତ୍ତନ ବ୍ଲକ…

ଆଜି ଓଡ଼ିଶା ଆସୁଛନ୍ତି ଡ୍ରିମ ଗାର୍ଲ ହେମା ମାଳିନୀ । ସେପଟେ ଆଶୀର୍ବାଦ ସଭା କରିବେ କାର୍ତ୍ତିକ ପାଣ୍ଡିଆନ୍‌ ।

ଆଜି ଓଡ଼ିଶା ଆସୁଛନ୍ତି ଡ୍ରିମ ଗାର୍ଲ ହେମା ମାଳିନୀ । ସେପଟେ ଆଶୀର୍ବାଦ ସଭା କରିବେ କାର୍ତ୍ତିକ ପାଣ୍ଡିଆନ୍‌ ।

ଆଜି ଓଡିଶା ଆସୁଛନ୍ତି ଡ୍ରିମ ଗର୍ଲ । ବିଜେପିର ମଥୁରା ସାଂସଦ ପ୍ରାର୍ଥୀ ତଥା ଅଭିନେତ୍ରୀ ହେମା ମାଳିନୀ ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନରେ ସାମିଲ ହେବେ । ଭୁବନେଶ୍ୱର, କଟକ ଓ ପିପିଲି ଗସ୍ତ କରି ସାଧାରଣ ସଭାରେ ଯୋଗଦେବେ ହେମା ମାଳିନୀ । ଦିନ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ହେମା ମାଳିନୀ ଏହା ପରେ ୧୧ଟା ୨୦ରେ ସାଲିଆ ସାହିରେ ଜନସଭାକୁ ସମ୍ବୋଧନ କରିବେ | ସାଲିଆ ସାହିରେ…

ବିଜେଡି କାର୍ଯ୍ୟାଳୟ ଉପରେ ବୋମାମାଡ ।

ବିଜେଡି କାର୍ଯ୍ୟାଳୟ ଉପରେ ବୋମାମାଡ ।

ରାଜଧାନୀରେ ଫୁଟିଲା ବୋମା । ୩୮ ନମ୍ବର ୱାର୍ଡ କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀଙ୍କ କାର୍ଯ୍ୟାଳୟକୁ ବୋମା ମାଡ଼। ତିନିଜଣ ଦୁର୍ବୃତ୍ତ ପଲ୍ସରରେ ଆସି କଲେ ବମିଂ। ବୋମା ମାଡ଼ରେ ଗୋଟିଏ ବାଇକ୍ ଏବଂ କାର୍ କ୍ଷତିଗ୍ରସ୍ତ। ଏହାପରେ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି । ତେବେ କେହି ମୃତାହତ ହୋଇନାହାନ୍ତି । ୩ ଜଣ ବ୍ୟକ୍ତି ଶିବ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଗାଡ଼ି ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଥିବା ସୂଚନା ରହିଛି । ଘଟଣା ପରେ…

ଆଜି ସମ୍ବଲପୁରରେ ବିଜେଡି ସୁପ୍ରିମୋ କରିବେ ପ୍ରଚାର ।

ଆଜି ସମ୍ବଲପୁରରେ ବିଜେଡି ସୁପ୍ରିମୋ କରିବେ ପ୍ରଚାର ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରିବେ । ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଦିନ ୧୧ଟା ୧୫ରେ ସମ୍ବଲପୁରର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବେ । ମଧ୍ୟାହ୍ନ ୧୨ଟା ୦୫ ମିନିଟ ସମୟରେ ନାକଟିଦେଉଳ କଲେଜ ପଡିଆରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ନିର୍ବାଚନରେ ପ୍ରଥମ କରି…

ଓଡ଼ଗାଁରେ ୧୭ ଗୋଟି ଗାଁରେ ନିର୍ବାଚନ ପ୍ରଚାର କଲେ ଅରୁଣ ସବୁଠି ଉତ୍ସାହ ଦେଖିବାକୁ ମିଳୁଛି, ଜନତା ପାଇବେ ମାଗଣା ବିଜୁଳି

ଓଡ଼ଗାଁରେ ୧୭ ଗୋଟି ଗାଁରେ ନିର୍ବାଚନ ପ୍ରଚାର କଲେ ଅରୁଣ ସବୁଠି ଉତ୍ସାହ ଦେଖିବାକୁ ମିଳୁଛି, ଜନତା ପାଇବେ ମାଗଣା ବିଜୁଳି

ନୟାଗଡ଼, ପାଖେଇ ଆସୁଛି ନିର୍ବାଚନ । ନେତା ଜନତା ସମସ୍ତେ ଚଳଚଞ୍ଚଳ । ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ଚାଲିଛି ଯୋରଦାର ପ୍ରଚାର । ବିଜେଡି ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ କରୁଛନ୍ତି ନିଆରା ପ୍ରଚାର । ପ୍ରତ୍ୟେକ ଦିନ ବହୁ ଗ୍ରାମକୁ ଯାଇ ପ୍ରଚାର କାର୍ଯ୍ୟକୁ ତ୍ୱରାନିତ କରୁଛନ୍ତି । ଏଥି ସହିତ ପ୍ରତ୍ୟେକ ଦିନ ଅନେକ ବିରୋଧୀ ଦଳର ନେତା ମାନେ ବିଜେଡିରେ ସାମିଲ…

ବିଜେଡିକୁ ଫେରି ଆସିଲେ ରାଜୁ ଦାସ

ବିଜେଡିକୁ ଫେରି ଆସିଲେ ରାଜୁ ଦାସ

ଧାମନଗରରୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପୁଣି ଥରେ ଘରକୁ ବାହୁଡ଼ିଛନ୍ତି। ସେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେପି ଛାଡ଼ି ଥିବା ନେଇ ଶ୍ରୀ ଦାସ ତାଙ୍କର ଇସ୍ତଫା ପତ୍ରକୁ ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଛନ୍ତି।ଭାରତୀୟ ଜନତା ପାର୍ଟି ସୋରରୁ ପ୍ରଥମେ ରାଜୁ ଦାସଙ୍କୁ ଟିକେଟ୍‌ ଦେଇଥିଲା। ଟିକେଟ୍‌ ପାଇବା ପରେ ରାଜୁ ଦାସ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ । ହେଲେ…

ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋ’

ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋ’

ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ସୋ। ଭୁବନେଶ୍ବର ୟୁନିଟ୍‌-୬ ଗଙ୍ଗନଗର ଛକରୁ ଆରମ୍ଭ ହେଲା ରୋଡ୍‌ ଶୋ। ରୋଡ୍‌ ସୋ ଦେଖିବା ପାଇଁ ଜନସମୁଦ୍ର ପାଲଟିଛି ରାଜରାସ୍ତା।ମୁଖ୍ୟମନ୍ତ୍ରୀ ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇବା ସହ ଭୁବନେଶ୍ବର ସାଂସଦ ଓ ମଧ୍ୟ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ କଲେ ଅପିଲ୍ । ଗୋପବନ୍ଧୁ ଛକରେ ସାଧାରଣ ଲୋକଙ୍କୁ କରିବେ ସମ୍ବୋଧନ କରିଛନ୍ତି । ପରେ ୟୁନିଟ୍-୮ ଡିଏଭି ସ୍କୁଲ ଛକରେ…

ଗଦାଧରପ୍ରସାଦ ଗ୍ରାମର ୭ ବିରୋଧୀ ନେତା ବିଜେଡିରେ ସାମିଲ

ଗଦାଧରପ୍ରସାଦ ଗ୍ରାମର ୭ ବିରୋଧୀ ନେତା ବିଜେଡିରେ ସାମିଲ

ନୟାଗଡ଼, ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୨୧୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଯୋରଦାର କଲେଣି । ଏହି ସମୟରେ ପ୍ରତ୍ୟେକ ଦିନ ଅନେକ ବିରୋଧୀ ଦଳର ନେତା ମାନେ ବିଜେଡିରେ ଯୋଗ ଦେଉଛନ୍ତି ।…