ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହେଲେ ମୋନିଦୀପା

ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହେଲେ ମୋନିଦୀପା

ମୋନିଦୀପା ସର୍ଖେଲଙ୍କୁ ବିଜେଡିର ନୂଆ ଦାୟିତ୍ୱ । ବିଜୁ ଶ୍ରମିକ ସାମ୍ମୁଖ୍ୟର ହେଲେ କାର୍ଯ୍ୟକାରୀ ସଭାପତି । କିଛିଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ମୋନିଦୀପା । ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବାପି ସର୍ଖେଲ । ସେପଟେ ଗୁରୁବାର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବାପି ସର୍ଖେଲ । ପିସିସି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ପାରାଦୀପ ପାଇଁ ଏଯାଏ…

କାହିଁକି ବିଜେଡି-ବିଜେପି ମେଣ୍ଟ ଅଟକି ରହିଛି ?

କାହିଁକି ବିଜେଡି-ବିଜେପି ମେଣ୍ଟ ଅଟକି ରହିଛି ?

ସରିନି ବିଜେପି-ବିଜେଡି ଭିତରେ ମେଣ୍ଟ ସମ୍ଭାବନା । ଦୁଇ ଦଳର ଶୀର୍ଷ ନେତୃତ୍ୱ ମେଣ୍ଟକୁ ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇନଥିଲେ ବି ମେଣ୍ଟ କଥାକୁ ଖଣ୍ଡନ କରିନାହାନ୍ତି । ଆସନ ଭାଗବଣ୍ଟା ଚର୍ଚ୍ଚା ପରେ ଏବେ କ୍ଷମତା ଭାଗବଣ୍ଟାକୁ ନେଇ କଥା ଅଟକି ଥାଇପାରେ । ଆସନ ଭାଗବଣ୍ଟା ଏବଂ ନିର୍ବାଚନ ପରେ କ୍ଷମତା ବଣ୍ଟନରେ କେଉଁ ଦଳର ଭାଗ କେତେ ରହିବ ସେ ନେଇ ସହମତି ହେଉନାହିଁ ବୋଲି କୁହାଯାଉଛି ।ବିଜେଡି ସୂତ୍ରରୁ ଜାତୀୟ…

ଇଲେକ୍ଟାରାଲ ବଣ୍ଡ୍ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିସନ । 

ଇଲେକ୍ଟାରାଲ ବଣ୍ଡ୍ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିସନ । 

ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ନିର୍ବାଚନୀ ବଣ୍ଡ୍‌ ଜରିଆରେ ପ୍ରଦାନ କରିଥିବା ଚାନ୍ଦାର ତଥ୍ୟକୁ ଆଜି ନିର୍ବାଚନ କମିସନ ତାଙ୍କ ୱେବସାଇଟରେ ସାର୍ବଜନୀନ କରିଛନ୍ତି। ଦୁଇଟି ଫାଇଲ୍‌ରେ ଏହି ତଥ୍ୟକୁ କମିସନ ତାଙ୍କୱେବସାଇଟରେ ରଖିଛନ୍ତି। ଦୁଇଟି ପିଡିଏଫରୁ ଗୋଟିଏରେ ଇଲେକ୍ଟୋରାଲ ବଣ୍ଡର ମୂଲ୍ୟ, କ୍ରେତା ଏବଂ କ୍ରୟ ତାରିଖ ରହିଥିବା ବେଳେ ଅନ୍ୟଟିରେ ଦଳରେ ନାଁ, ତାରିଖ ଓ ମୂଲ୍ୟ ଉଲ୍ଲେଖ ରହିଛି। ୩୩୭ ଓ ୪୨୬ ପୃଷ୍ଠାର ଦୁଇଟି ପିଡିଏଫ ରହିଛି। ପ୍ରଥମ…

ଶାହ ନେବେ ଶେଷ ନିଷ୍ପତ୍ତି । ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଅମିତ ଶାହଙ୍କ ବୈଠକ

ଶାହ ନେବେ ଶେଷ ନିଷ୍ପତ୍ତି । ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଅମିତ ଶାହଙ୍କ ବୈଠକ

ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋରଦାର୍‌ ଚଳାଇଥିଲେ। ହେଲେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ ସବୁ ପ୍ରକାର ରାଜନୈତିକ କାର୍ଯ୍ୟକ୍ରମକୁ ଏକ ପ୍ରକାର ଠପ୍‌ ହୋଇଯାଇଛି। କିଛିଦିନ ତଳୁ ଅସନ୍ତୁଷ୍ଟ ନେତାମାନେ ଦଳଡିଆଁ କରୁଥିଲେ। ବର୍ତ୍ତମାନ ସେହି ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ହେବା ଭଳି ଲାଗୁଛି। ଭାଜପାର ସେପରି କୌଣସି ନେତା ଆଉ…

ପୁଣି ଦିଲ୍ଲୀ ଗଲେ ବିଜେପି ନେତା

ପୁଣି ଦିଲ୍ଲୀ ଗଲେ ବିଜେପି ନେତା

୯ଟାରେ ଦିଲ୍ଲୀରେ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଅଛି । ମେଣ୍ଟ ନେଇ ଭୁବନେଶ୍ୱରରେ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହମନ୍ତ୍ରୀ ଅମିତ ଶାହ ।ବିଜେଡି ଓ ବିଜେପିର ଉପର ମହଲ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମେଣ୍ଟ ଆପାତତଃ ଚୂଡ଼ାନ୍ତ। କେବଳ ଆସନ ଭାଗବଣ୍ଟାରେ କିଛିଟା ସମସ୍ୟା ରହିଛି। ଏହା ଦିନେ କିମ୍ବା ଦୁଇ ଦିନ ଭିତରେ ଆଲୋଚନା ମାଧ୍ୟମରେ ସମାଧାନ ହୋଇଯାଇପାରେ। ମେଣ୍ଟ ନେଇ ଥରେ ନୁହେଁ, ଏକାଧିକ ବାର…

ୟୁସୁଫ୍ ପଠାନଙ୍କୁ ଟିକେଟ ଦେଲା ଟିଏମସି

ୟୁସୁଫ୍ ପଠାନଙ୍କୁ ଟିକେଟ ଦେଲା ଟିଏମସି

ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ତୃଣମୂଳ କଂଗ୍ରେସ । ଟିଏମସି ନିଜ ପ୍ରାର୍ଥୀମାନଙ୍କ ଲିଷ୍ଟ ଜାରି କରିଛି । ଏହି ଲିଷ୍ଟରେ ୪୨ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । ତେବେ ସବୁଠାରୁ ବଡ କଥା ହେଉଛି ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନଙ୍କୁ ଟିକେଟ ଦେଇଛି ଟିଏମସି । ତେବେ ଆକଳନ କରାଯାଉଛି କି ୟୁସୁଫ୍ ଅଧୀର ରଞ୍ଜନ ଚୌଧୁରୀଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇବେ । ଟିଏମସି କୁଚବିହାର ଲୋକସଭା ଆସନରୁ ଜଗଦୀଶ…

ଗୁରୁବାର କିମ୍ବା ଶୁକ୍ରବାର ନିର୍ବାଚନ ଘୋଷଣା ହେବାର ସମ୍ଭାବନା

ଗୁରୁବାର କିମ୍ବା ଶୁକ୍ରବାର ନିର୍ବାଚନ ଘୋଷଣା ହେବାର ସମ୍ଭାବନା

ଗୁରୁବାର କିମ୍ବା ଶୁକ୍ରବାର ନିର୍ବାଚନ ଘୋଷଣା ହେବାର ସମ୍ଭାବନା ରହିଛି।ସେପ୍ଟେମ୍ବର ସୁଦ୍ଧା କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନିର୍ବାଚନ କମିଶନ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ଗସ୍ତରେ ଯିବେ। କେନ୍ଦ୍ରଶାସିତ ଅଞ୍ଚଳରେ କେବେ ନିର୍ବାଚନ ହୋଇପାରିବ ତାହାର ଆକଳନ କରିବା ପାଇଁ ଏହି ଗସ୍ତ କରାଯାଉଛି। ଏନଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏହି ଗସ୍ତ ପରେ ଖୁବ୍ ଶୀଘ୍ର ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ।…

ନିର୍ବାଚନ ଲଢିବନି କମଲ ହାସନଙ୍କ ଦଳ, ଡିଏମକେ ପାଇଁ କରିବେ ପ୍ରଚାର ।

ନିର୍ବାଚନ ଲଢିବନି କମଲ ହାସନଙ୍କ ଦଳ, ଡିଏମକେ ପାଇଁ କରିବେ ପ୍ରଚାର ।

ସାଧାରଣ ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି ଏମଏନଏମ ମୁଖ୍ୟ କମଲ ହାସନ । ଏମଏନଏମ ଲୋକସଭା ନିର୍ବାଚନ ଲଢିବନି ଏବଂ କମଲ ହାସଲ ମେଣ୍ଟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଆଉ ପ୍ରତିବଦଳରେ ୨୦୨୫ରେ କମଲ ହାସନଙ୍କ ଦଳକୁ ଏକ ରାଜ୍ୟସଭା ଆସନ ଦେବାକୁ ମେଣ୍ଟ ସଦସ୍ୟ ରାଜି ହୋଇଛନ୍ତି । ଏହି କ୍ରମରେ ଡିଏମକେ ନେତୃତ୍ୱରେ ହୋଇଥିବା ମେଣ୍ଟ ପାଇଁ ପ୍ରଚାର କରିବେ କମଲ ହାସନ । କମଲ ହାସନଙ୍କ ଦଳ ଡିଏମକେ…

ବିଜେପି-ବିଜେଡି ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ

ବିଜେପି-ବିଜେଡି ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ

ରାଜ୍ୟରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚାଜୋର ଧରିଥିବା ବେଳେ ଭାଜପା ଏନେଇ କୌଣସି ଆଲୋଚନା ହୋଇ ନ ଥିବା କହୁଛି। ଭାଜପା ସଭାପତି ମନମୋହନ ସାମଲଙ୍କ ପରେ ସମାନ କଥା କହିଛନ୍ତି ଭାଜପା ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟ ପାଲ୍‌ ସିଂ ତୋମର । ସେ ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇ ନ ଥିବା ଦୋହରାଇଛନ୍ତି। ସେ କହିଛନ୍ତି ବିଧାନସଭାରେ ୮୦ରୁ ଅଧିକ ସିଟ୍‍ ଜିତି ସରକାର ଗଢିବୁ ଏବଂ ଲୋକସଭାରେ ୧୬ରୁ…

ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବ ନା ନାହିଁ?

ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବ ନା ନାହିଁ?

ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ମେଣ୍ଟ ହେଲେ ଆସନ ଭାଗବଣ୍ଟା ସୂତ୍ର କଣ ହୋଇପାରେ? ଗତ ଦୁଇଦିନ ଧରି ଏଭଳି କିଛି ପ୍ରଶ୍ନକୁ ନେଇ ଭୁବନେଶ୍ବରରୁ ଦିଲ୍ଲୀ ପଡ଼ୁଛି ଉଠୁଛି। ଅନ୍ୟପଟେ, ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ମେଣ୍ଟ ହେବନାହିଁ, ଆଉ ଭାଜପା ଏକା ଲଢିବ ବୋଲି ରୋକଠୋକ ଶୁଣାଇଦେଇଛନ୍ତି। ରାଜ୍ୟ ବିଜେପିର କୋର୍‌ ଟିମ୍ ମେଣ୍ଟ ସଂକ୍ରାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତାଙ୍କ ଉପରେ ନ୍ୟସ୍ତ କରିଛନ୍ତି। ଅର୍ଥାତ୍ ପ୍ରଧାନମନ୍ତ୍ରୀ…

ରାଜ୍ୟ ବିଜେପି ସଭାପତିଙ୍କ ବଡ଼ ବୟାନ । ଏକାକୀ ଲଢ଼ିବ ବିଜେପି

ରାଜ୍ୟ ବିଜେପି ସଭାପତିଙ୍କ ବଡ଼ ବୟାନ । ଏକାକୀ ଲଢ଼ିବ ବିଜେପି

ରାଜ୍ୟରେ ମେଣ୍ଟ ନେଇ ମନା କଲେ ବିଜେପି ରାଜ୍ୟ ସଭାପତି ମନମୋହନ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ି ସରକାର ଗଠନ କରିବା ନେଇ ଦମ୍ଭୋକ୍ତି ପ୍ରକାଶ କରିବା ସହ କୌଣସି ମେଣ୍ଟ ହେବ ନାହିଁ କହିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୧୨ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଉଭୟ ଦଳ ପକ୍ଷରୁ ମିଳିତ ଭାବେ ମେଣ୍ଟ ନେଇ ଘୋଷଣା ହୋଇପାରେ ବୋଲି ମଧ୍ୟ କୁହାଯାଉଛି।…

ବିଜେଡି ଛାଡ଼ିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା 

ବିଜେଡି ଛାଡ଼ିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା 

ବିଜୁ ଜନତା ଦଳ(ବିଜେଡି)ର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା। ଆଜି ଅପରାହ୍ନ ୪ଟା ବେଳେ ବାଲେଶ୍ୱର ସହର ଉପକଣ୍ଠ ସରସ୍ୱତୀପୁରସ୍ଥିତ ହେରିଟେଜ କଲ୍ୟାଣମଣ୍ଡପରେ ସାମ୍ବାଦିକ ସମ୍ମିଳନୀ ଡକାଇ ଶ୍ରୀ ଜେନା ଏହି ସୂଚନା ଦେଇଛନ୍ତି। ଏକାଧିକ କାରଣ ଦର୍ଶାଇ ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ତାଙ୍କୁ ଦଳରେ ଅଣଦେଖା ଓ ଅପମାନିତ କରାଯାଇଥିବାରୁ…