ବିନେଶ ଫୋଗଟ କର୍ତ୍ତବ୍ୟ ପଥରେ ଛାଡିଲେ ଅର୍ଜୁନ ଆୱାର୍ଡ

ବିନେଶ ଫୋଗଟ କର୍ତ୍ତବ୍ୟ ପଥରେ ଛାଡିଲେ ଅର୍ଜୁନ ଆୱାର୍ଡ

ବଜରଙ୍ଗ ପୁନିଆଙ୍କ ପରେ ଏବେ ବିନେଶ ଫୋଗାଟ ଫେରାଇଲେ ଅର୍ଜୁନ ଓ ଖେଳ ରତ୍ନ ପୁରସ୍କାର। ଶନିବାର(୩୦ ଡିସେମ୍ବର) ବିନେଶ ଫୋଗାଟ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ ରାସ୍ତା କର୍ତ୍ତବ୍ୟ ପଥର ଫୁଟ୍‌ପାଥ୍‌ରେ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ ସମ୍ମାନକୁ ରଖି ଦେଇଛନ୍ତି ବିନେଶ।ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂହଙ୍କୁ ବିରୋଧ କରି କୁସ୍ତି ଯୋଦ୍ଧାମାନେ ଏଭଳି ନୂଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ବଜରଙ୍ଗ ପୁନିଆ ଡିସେମ୍ବର ୨୨ ତାରିଖରେ ତାଙ୍କୁ…

୭ଟି ଭିନ୍ନ ଭିନ୍ନ କ୍ୟାଲେଣ୍ଡର ବର୍ଷରେ ୨୦୦୦ ରନ୍ ସ୍କୋର କରିଛନ୍ତି ବିରାଟ ।

୭ଟି ଭିନ୍ନ ଭିନ୍ନ କ୍ୟାଲେଣ୍ଡର ବର୍ଷରେ ୨୦୦୦ ରନ୍ ସ୍କୋର କରିଛନ୍ତି ବିରାଟ ।

ଟି-୨୦-ଟେଷ୍ଟ-ଦିନିକିଆ କ୍ରିକେଟ୍‌କୁ ମିଶାଇ ୭ଟି କ୍ୟାଲେଣ୍ଡର ବର୍ଷରେ ୨୦୦୦ରୁ ଅଧିକ ରନ୍‌ ହାସଲ କରିବାରେ ନୂଆ କୀର୍ତ୍ତିମାନ କରିଛନ୍ତି ବିରାଟ । ଆଉ କିମ୍ବଦନ୍ତୀ ବ୍ୟାଟର ସାଙ୍ଗାକାରାଙ୍କୁ ପଛରେ ପକାଇଛନ୍ତି ।ଗତକାଲି ସେଞ୍ଚୁରିଅନରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପାଳିରେ ପରାଜିତ ହୋଇଥିଲା ଭାରତ । କିନ୍ତୁ ଭାରତ ହାରିଥିଲେ ହେଁ ବିରାଟ କୋହଲି ଇତିହାସ ରଚିଛନ୍ତି। ପୁରା ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ବିରାଟ କୋହଲି । ୭ଟି ଭିନ୍ନ ଭିନ୍ନ…

ନବ ନିର୍ବାଚିତ ଭାରତୀୟ କୁସ୍ତି ସଂଘ(ଡବ୍ଲୁଏଫ୍ଆଇ)କୁ ନିଲମ୍ବନ କରିଛି କ୍ରୀଡ଼ା ମନ୍ତ୍ରାଲୟ।

ନବ ନିର୍ବାଚିତ ଭାରତୀୟ କୁସ୍ତି ସଂଘ(ଡବ୍ଲୁଏଫ୍ଆଇ)କୁ ନିଲମ୍ବନ କରିଛି କ୍ରୀଡ଼ା ମନ୍ତ୍ରାଲୟ।

ମନ୍ତ୍ରାଳୟ ନବ ନିର୍ବାଚିତ କୁସ୍ତି ମହାସଂଘକୁ ରଦ୍ଦ କରିଛି । ଅଧ୍ୟକ୍ଷ ସମେତ ଅନ୍ୟ ନିର୍ବାଚିତ ଟିମ୍ ନିଲମ୍ବିତ ହୋଇଛି । ଅଧ୍ୟକ୍ଷ ସଂଜୟ ସିଂହଙ୍କ ମାନ୍ୟତା ରଦ୍ଦ ହୋଇଛି । ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ଡବ୍ଲୁଏଫ୍ଆଇର ସଭାପତି ଭାବରେ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂ ବ୍ରିଜ ଭୂଷଣଙ୍କ ନିକଟତମ ବ୍ୟକ୍ତି ଅଟନ୍ତି। ଯଯାହାଙ୍କ ବିରୁଦ୍ଧରେ ବିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ଭଳି ଦେଶର ଶ୍ରେଷ୍ଠ କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ…

ରେସ୍‌ଲିଂରୁ ସନ୍ନ୍ୟାସ ଘୋଷଣା କଲେ ଅଲିମ୍ପିକ ମେଡାଲ ବିଜେତା ସାକ୍ଷୀ ମଲ୍ଲିକ

ରେସ୍‌ଲିଂରୁ ସନ୍ନ୍ୟାସ ଘୋଷଣା କଲେ ଅଲିମ୍ପିକ ମେଡାଲ ବିଜେତା ସାକ୍ଷୀ ମଲ୍ଲିକ

ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ସିଂଙ୍କ ନିକଟତମ ସଞ୍ଜୟ ସିଂଙ୍କୁ ରେସଲିଂ ଫେଡେରେଶନ (ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯିବା ପରେ ଏକ ବଡ଼ ବିବାଦ ଉପୁଜିଛି। ସାକ୍ଷୀ ମଲିକ କୁସ୍ତିରୁ ଅବସର ଘୋଷଣା କରିଛନ୍ତି। କୁସ୍ତି ସଂଘ ନିର୍ବାଚନରେ ସଞ୍ଜୟ ସିଂହ କମନ ୱେଲ୍ଥ ଗେମର ସ୍ୱର୍ଣ୍ଣ ବିଜେତା ଅନିତା ଶିଓରାନଙ୍କୁ ୪୦ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି। ସଞ୍ଜୟ କୁସ୍ତି ସଂଘର ଅଧ୍ୟକ୍ଷ ହେବା ପରେ ସାକ୍ଷୀ ମଲ୍ଲିକ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ପଦ୍ମଶ୍ରୀ ଫେରାଇଲେ ରେସଲର ବଜରଙ୍ଗ ପୁନିଆ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ପଦ୍ମଶ୍ରୀ ଫେରାଇଲେ ରେସଲର ବଜରଙ୍ଗ ପୁନିଆ

ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଗତକାଲି କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ରେସ୍‌ଲର ସାକ୍ଷୀ ମଲ୍ଲିକ। ପୁନିଆ ଭାରତ ସରକାରଙ୍କ ଠାରୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାରକୁ ଫେରାଇ ଦେବା ପାଇଁ ଘୋଷଣା କରିଛନ୍ତି। ଶୁକ୍ରବାର ଏନେଇ ଏକ ବଡ ଘୋଷଣା କରି ସେ କହିଛନ୍ତି, କୁସ୍ତିଯୋଦ୍ଧାଙ୍କର ଭବିଷ୍ୟତ ଆଉ ସୁରକ୍ଷିତ ନୁହେଁ।ବଜରଙ୍ଗ ଯେଉଁ ଚିଠି ପୋଷ୍ଟ କରିଛନ୍ତି ତାହା ପ୍ରଧାନମନ୍ତ୍ରୀଙ୍କ ପାଖକୁ…

ମହମ୍ମଦ ଶାମିଙ୍କ ସମେତ ୨୬ ଜଣଙ୍କୁ ଅର୍ଜୁନ ପୁରସ୍କାର, ୨ ଜଣଙ୍କୁ ଖେଳ ରତ୍ନ

ମହମ୍ମଦ ଶାମିଙ୍କ ସମେତ ୨୬ ଜଣଙ୍କୁ ଅର୍ଜୁନ ପୁରସ୍କାର, ୨ ଜଣଙ୍କୁ ଖେଳ ରତ୍ନ

ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୩ ପାଇଁ ଖେଳାଳିଙ୍କ ନାଁ ଗତ ବୁଧବାର ଘୋଷଣା ହୋଇଛି । ଭାରତୀୟ ଟିମ୍‌ର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ସମେତ ମୋଟ ୨୬ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ମିଳିବ ।ଏଥିରେ ବ୍ୟାଡମିଣ୍ଟନ ଷ୍ଟାର ଯୋଡି ଚିରାଗ ଶେଟ୍ଟୀ ଏବଂ ସତଭିକ୍ ସାଇରାଜ ରାଙ୍କିରେଡିଙ୍କୁ ସବୁଠାରୁ ବଡ ସମ୍ମାନ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ।ଆସନ୍ତା ଜାନୁଆରୀ ୯ରେ ଏହି ସମ୍ମାନ ପ୍ରଦାନ କରାଯିବ । ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ସମସ୍ତ…

IPL ଇତିହାସରେ ଦାମୀ ଖେଳାଳି ପ୍ୟାଟ୍‌ କମିନ୍ସ

IPL ଇତିହାସରେ ଦାମୀ ଖେଳାଳି ପ୍ୟାଟ୍‌ କମିନ୍ସ

ଆଇପିଏଲ୍‌ ୨୦୨୪ । ଦୁବାଇରେ ଚାଲିଛି ନିଲାମୀ ପ୍ରକ୍ରିୟା । ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଖେଳାଳି ହେଲେ ପ୍ୟାଟ୍‌ କମିନ୍ସ । ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କୁ ୨୦ କୋଟି ୫୦ ଲକ୍ଷରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ୍‌ ।ସେପଟେ ଆଇପିଏଲ ନିଲାମୀ ଚାଲିଥିବାବେଳେ ସାର୍ଦ୍ଦୁଲ ଠାକୁରଙ୍କୁ ୪ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ କିଣିଛି । ନ୍ୟୁଜିଲାଣ୍ଡର ଦକ୍ଷ ଅଲରାଉଣ୍ଡର ରାଚିନ ରବିନ୍ଦ୍ରଙ୍କୁ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ କିଣିଥିବାବେଳେ ୧ କୋଟି…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍: ଦଳରୁ ଓହରିଲେ ଇଶାନ କିଶନ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍: ଦଳରୁ ଓହରିଲେ ଇଶାନ କିଶନ

ଟି-୨୦ ପରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ଦିନିକିଆ ଲଢ଼େଇ ଜାରି ରହିଛି। ୟାପରେ ଦୁଇ ଦଳ ଟେଷ୍ଟ ସିରିଜ୍ ଖେଳିବେ। ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ୱିକେଟ୍ କିପର ବ୍ୟାଟର ଇଶାନ କିଶନ ଭାରତୀୟ ଟିମ୍‌ରୁ ବାହାରି ଯାଇଛନ୍ତି। ଏକ ବିବୃତ୍ତିରେ ବିସିସିଆଇ କହିଛି, ଇଶାନ ବ୍ୟକ୍ତିଗତ କାରଣ ଦର୍ଶାଇ ଟେଷ୍ଟ ସିରିଜରୁ ନିଜକୁ ଦୁରେଇ ରଖିବାକୁ ବିସିସିଆଇକୁ ଅନୁରୋଧ କରିଥିଲେ। ଅନୁରୋଧ ପରେ ତାଙ୍କୁ ଟେଷ୍ଟ ସିରିଜରୁ ବିସିସିଆଇ ପ୍ରତ୍ୟାହାର…

ଧୀନିଙ୍କ ଜର୍ସି ନମ୍ବର-୭ ନେଲା ସନ୍ୟାସ

ଧୀନିଙ୍କ ଜର୍ସି ନମ୍ବର-୭ ନେଲା ସନ୍ୟାସ

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହିତ ତାଙ୍କ ଜର୍ସି ମଧ୍ୟ ଅବସର ନେଇଛି । ଧୋନିଙ୍କ ପ୍ରତିଷ୍ଠିତ ଜର୍ସି ନମ୍ବର-୭କୁ ଅନ୍ୟ କୌଣସି ଖେଳାଳି ପିନ୍ଧି ପାରିବେ ନାହିଁ ।ସମାନ ଭାବେ ପୂର୍ବରୁ ସଚିନଙ୍କ ୧୦ ନମ୍ବର ଜର୍ସିକୁ ସମ୍ମାନ ଜଣାଇ ପ୍ରଦାନ ଅବସର ଦେଇଥିଲା ବିସିସିଆଇ। ୨୦୧୭ ରେ, ସଚିନ୍ ତେନ୍ଦୁଲକର ଅବସର ନେବା ପରେ ତାଙ୍କର ଭାରତୀୟ ଜର୍ସି ମଧ୍ୟ ପଡ଼ିଆରୁ ଅବସର ନେଇଥିଲା। ଖବର ଅନୁଯାୟୀ ବିସିସିଆଇ…

ମାନହାନୀ ମକଦ୍ଦମା ମାମଲାରେ ପୂର୍ବତନ ଆଇପିଏସ୍ ଅଧିକାରୀଙ୍କୁ ଜେଲ ଦଣ୍ଡ

ମାନହାନୀ ମକଦ୍ଦମା ମାମଲାରେ ପୂର୍ବତନ ଆଇପିଏସ୍ ଅଧିକାରୀଙ୍କୁ ଜେଲ ଦଣ୍ଡ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବମାନନା ଯାଚିକା ଉପରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରିଛନ୍ତି। ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ। ତେବେ ଏହି ଦଣ୍ଡକୁ ୩୦ ଦିନ ପାଇଁ ସ୍ଥଗିତ ରଖାଯାଇଛି। ଯାହାଫଳରେ ସେ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିପାରିବେ।ସୂଚନାଯୋଗ୍ୟ,୨୦୧୩ରେ ସମ୍ପତ କୁମାର ତାମିଲନାଡୁ ପୋଲିସର ଜଣେ ସିଆଇଡି ଅଧିକାରୀ ଥିଲେ। ୨୦୧୩ରେ ବେଟିଂ ମାମଲା ଉଠାଇବା ପାଇଁ…

ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ

ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ

ମୁମ୍ବଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଆଗାମୀ ସିଜନ୍‌ ପାଇଁ ରୋହିତ ଶର୍ମାଙ୍କ ସ୍ଥାନରେ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି ଦଳ।ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଭାବେ ସଫଳତା ହାସଲ କରିଥିଲେ ହାର୍ଦ୍ଦିକ। ତାଙ୍କ ନେତୃତ୍ୱରେ ଦଳ ଡେବ୍ୟୁ ସିଜନ୍‌ରେ ଟୁର୍ନାମେଣ୍ଟ ଚାମ୍ପିୟାନ ହୋଇଥିଲା। ଏପରିକି ୨୦୨୩ ଆଇପିଏଲ୍‌ ଫାଇନାଲରେ ପ୍ରବେଶ କରିଥିଲା। ଏହାପରଠାରୁ ହାର୍ଦ୍ଦିକ ନିଜର ନେତୃତ୍ୱକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ରୋହିତ ୧୦ ବର୍ଷ ଧରି ମୁମ୍ବଇ ଇଣ୍ଡିଆନ୍ସ ଟିମ୍‌ର ଅଧିନାୟକ…

କୋଲକାତା ନାଇଟ୍‌ ରାଇଡର୍ସ ରେ ଆୟରଙ୍କୁ ପୁଣିଥରେ ଅଧିନାୟକ ମିଳିଲା

କୋଲକାତା ନାଇଟ୍‌ ରାଇଡର୍ସ ରେ ଆୟରଙ୍କୁ ପୁଣିଥରେ ଅଧିନାୟକ ମିଳିଲା

କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ୨୦୨୪ ପାଇଁ ଶ୍ରେୟସ ଆୟରଙ୍କୁ ଅଧିନାୟକ ନିଯୁକ୍ତ କରିଛି । ନୀତୀଶ ରାଣାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।ତେବେ ଆଇପିଏଲ ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦଳ ଶ୍ରେୟସ ଆୟରଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ଦେଇଛି। ଆହତ କାରଣରୁ ଆୟର ଗତ ସିଜିନ୍‌ରେ ଖେଳିପାରିନଥିଲେ। ତାଙ୍କ ଅନୁପସ୍ଥିତିରେ ନୀତୀଶ ରାଣାଙ୍କୁ ଅଧିନାୟକ କରାଯାଇଥିଲା। ଶ୍ରେୟସ ଆୟର ଆହତ ପରେ ଏସିଆ କପ୍ ୨୦୨୩ରେ ପୁଣି ଥରେ ଅନ୍ତରାଷ୍ଟ୍ରୀୟ…