ନୂଆବର୍ଷରେ ନିଜ ପ୍ରିୟଜନଙ୍କୁ ଭୁଲରେ ବି ଦିଅନ୍ତୁ ନାହିଁ ଏ ସବୁ ଉପହାର, ନଚେତ ଆସିବା ସମସ୍ୟା

ନୂଆବର୍ଷରେ ନିଜ ପ୍ରିୟଜନଙ୍କୁ ଭୁଲରେ ବି ଦିଅନ୍ତୁ ନାହିଁ ଏ ସବୁ ଉପହାର, ନଚେତ ଆସିବା ସମସ୍ୟା

କିଛି ଦିନ ମଧ୍ୟରେ ବର୍ଷ ୨୦୨୩ ବିଦାୟ ପରେ ଆସିବ ନୂଆବର୍ଷ ୨୦୨୪। ନୂଆବର୍ଷ ଆସିବା ମାତ୍ରେ ପରସ୍ପରକୁ ଅଭିନନ୍ଦନ ଜଣାଇବା ଆରମ୍ଭ ହୋଇଯାଏ। ଲୋକମାନେ ନୂଆ ବର୍ଷରେ ନିଜ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କୁ ମଧ୍ୟ ଉପହାର ଦିଅନ୍ତି। ବିଶ୍ୱାସ କରାଯାଏ ଯେ ଉପହାର ଦେବାରେ ସମ୍ପର୍କ ମଜବୁତ ହୁଏ। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ନୂଆବର୍ଷରେ ନିଜ ପ୍ରିୟ ବ୍ୟକ୍ତିଙ୍କୁ ଉପହାର ଦେବାକୁ ଚାହାଁନ୍ତି, ତେବେ ଜ୍ୟୋତିଷ ଶାସ୍ତ୍ରର କିଛି ନିୟମ ନିଶ୍ଚିତ ଭାବରେ…

ମହିଳାଙ୍କ ଲୁହର ବାସ୍ନାରୁ କମୁଛି ପୁରୁଷଙ୍କ କ୍ରୋଧ

ମହିଳାଙ୍କ ଲୁହର ବାସ୍ନାରୁ କମୁଛି ପୁରୁଷଙ୍କ କ୍ରୋଧ

ଅନେକେ ଲୋକ ବିଶ୍ୱାସ କରନ୍ତି ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ କାନ୍ଦି ପକାନ୍ତି ଯାହା ଫଳରେ ପୁରୁଷ ଏହାକୁ ଦେଖି ଶାନ୍ତ ପଡ଼ିଯାଏ ଓ ଝଗଡା ବି ଶାନ୍ତ ହୋଇ ଯାଏ ଏହାର କାରଣ ପୁରୁଷ କେବେ ସ୍ତ୍ରୀ ଲୋକର କାନ୍ଦକୁ ଦେଖିବାକୁ ପସନ୍ଦ କରେ ନାହିଁ |ବାସ୍ତବରେ କହିବାକୁ ଗଲେ, ଏକ ଗବେଷଣାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ପିଏଲ୍ଓଏସ୍ ବାଓଲୋଜିରେ ଗୁରୁବାର ପ୍ରକାଶିତ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି ।…

ବ୍ଲଡ଼ ଗ୍ରୁପ କହିବ ! ଆପଣ ଚିକେନ ଖାଇବେ କି ନାହିଁ ?

ବ୍ଲଡ଼ ଗ୍ରୁପ କହିବ ! ଆପଣ ଚିକେନ ଖାଇବେ କି ନାହିଁ ?

ଚିକେନ୍ ଖାଇବା ପାଇଁ ସମସ୍ତେ ପସନ୍ଦ କାରରନ୍ତି କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପ୍ରତିଦିନ ଚିକେନ୍ ଖାଇବା କିଛି ବ୍ଲଡ଼ ଗ୍ରୁପ ଲୋକଙ୍କ ପାଇଁ ବିପଦ ହୋଇଥାଏ । କେଉଁ ବ୍ଲଡ୍ ଗ୍ରୁପର ବ୍ୟକ୍ତି ଚିକେନ୍ ଖାଇବା ଉଚିତ୍ ଏବଂ କି ନୁହେଁ ? ତାହା ଜାଣନ୍ତୁ ,ବ୍ଲଡ୍ ଗ୍ରୁପ୍ ଆଧାରରେ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ । କିନ୍ତୁ ଏପରି କିଛି ଅଛନ୍ତି ଯେଉଁମାନେ ଚିକେନ୍ ଓ ମଟନ୍…

ଅଣ୍ଡା ସହିତ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ , ଦେଖାଯିବ ସ୍ୱାସ୍ଥ୍ୟ ସମସ୍ୟା

ଅଣ୍ଡା ସହିତ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ , ଦେଖାଯିବ ସ୍ୱାସ୍ଥ୍ୟ ସମସ୍ୟା

ଅଣ୍ଡା ପ୍ରୋଟିନ ଥାଏ ଯାହା ଶରୀରକୁ ସୁସ୍ଥ ରଖିବା ରେ ସାହାର୍ଯ୍ୟ କରେ । କିନ୍ତୁ ଏପରି କିଛି ଜିନିଷ ରହିଛି ଯାହା ଅଣ୍ଡା ସହିତ ଖାଇବା ଠିକ ନୁହେ । ପ୍ରଥମତଃ ଅଣ୍ଡା ସହ ସୋୟା କ୍ଷୀର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । କିନ୍ତୁ ଏହା ସହ ଅଣ୍ଡା ଖାଇବାର ଭୁଲ୍‌ କେବେ ବି କରନ୍ତୁନି । ଏପରି କରିବା ଦ୍ବାରା ପେଟ ଖରାପ ହେବା ସହ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଉପୁଜିଥାଏ…

ପ୍ରତିବର୍ଷ ୧ ଡିସେମ୍ଵରରେ କାହିଁକି ପାଳନ କରାଯାଏ ୱାର୍ଲ୍ଡ ଏଡସ୍‌ ଡେ’

ପ୍ରତିବର୍ଷ ୧ ଡିସେମ୍ଵରରେ କାହିଁକି ପାଳନ କରାଯାଏ ୱାର୍ଲ୍ଡ ଏଡସ୍‌ ଡେ’

ଲୋକଙ୍କ ମଧ୍ୟରେ ଏଚ୍.ଆଇ.ଭି (ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍) ସଂକ୍ରମଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିନ ପାଳନ ହୁଏ । ଏହି ରୋଗରେ, ଶରୀରର ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଯୋଗୁଁ ଶରୀର ନିଜକୁ ରୋଗରୁ ରକ୍ଷା କରିବାରେ ସକ୍ଷମ ହୁଏ ନାହିଁ । ଯାହା ଦ୍ଵାରା ଏହି ମାରାତ୍ମକ କେବେ ଠିକ ହୋଇପାରେନାହିଁ ।ଛୁଆଁ ରୋଗ ନୁହେଁ ଏଡସ୍, ରୋଗୀଙ୍କୁ କରନ୍ତୁନି ଅଣଦେଖା ,ଏଚ.ଆଇ.ଭି ଏଡସ୍ ବିଶ୍ୱବ୍ୟାପୀ ସବୁଠାରୁ ଗମ୍ଭୀର ରୋଗ ମଧ୍ୟରୁ ଗୋଟିଏ…

ଶୀତଦିନେ ଦହି ଖାଇବା ଠିକ କି ?

ଶୀତଦିନେ ଦହି ଖାଇବା ଠିକ କି ?

ଦହି ସ୍ବାସ୍ଥ୍ୟପ୍ରତି ହିତକର ଅଟେ | ମାତ୍ର ଶୀତଦିନେ ଦହି ଖାଇଲେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ , ଦହି ଖାଇବା ଫଳରେ କଫ ସମସ୍ୟା ବୃଦ୍ଧି ହୁଏ । ଏହା ସହିତ ଯେଉଁମାନଙ୍କର ଇମ୍ୟୁନ ସିଷ୍ଟମ ଦୁର୍ବଳ ସେମାନଙ୍କ ପକ୍ଷେ ଦହି ଖାଇବା ଉଚିତ୍‌ ନୁହେଁ। ଖାସ୍‌ କରି ରାତିରେ ଦହି ଖାଇବା ନିଷେଧ ।ଯଦି ଶ୍ୱାସ ସମସ୍ୟା ରହିଥାଏ ସେମାନେ ଏହାକୁ ସନ୍ଧ୍ୟା ପରେ ଖାଇବା ଅନୁଚିତ। ଭୁଲ ରେ…

ଏହି ସବୁ ଲୋକଙ୍କୁ ଅଦା ଖାଇବା ପାଇଁ ନିଷେଧ

ଏହି ସବୁ ଲୋକଙ୍କୁ ଅଦା ଖାଇବା ପାଇଁ ନିଷେଧ

କେଉଁ ରୋଗୀମାନଙ୍କୁ ଅଦାଠାରୁ ଦୂରେଇ ରହିବା ଦରକାର, ତାହା ଆପଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା ସେ ବିଷୟରେ…। ୧.ଯେଉଁ ଲୋକମାନଙ୍କୁ କୌଣସି ପ୍ରକାରର ରକ୍ତ ବିକାର ରହିଥାଏ, ସେମାନଙ୍କୁ ଅଦାର ସେବନ କମ ବା ଜମା ବି କରିବା କଥା ନୁହେଁ । ଖାସ୍‌ କରି ହେମୋଫିଲିଆରେ ପୀଡ଼ିତ ରୋଗୀ । କାରଣ ଅଦା ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ ୨. ଗର୍ଭବତୀ ଥିବା ମହିଳା ମାସ ଆରମ୍ଭରୁ ସକାଳ ସମୟରେ ହେଉଥିବା ସମସ୍ୟା…

ସାପ କାମୁଡିବା ପରେ କଣ କରିବେ ? ତାହା ଏବେ ଜାଣନ୍ତୁ

ସାପ କାମୁଡିବା ପରେ କଣ କରିବେ ? ତାହା ଏବେ ଜାଣନ୍ତୁ

ସାପ କାମୁଡିବା ପରେ ନ ଡରି ତାର କିପରି ଉପଚାର କରିବା କରାଯିବ ତାହା ଦେଖିବା ଉଚିତ୍ , ସାପ କାମୁଡିଲେ ମନରେ ଭୟ ଆସିଯାଏ , ନିଶ୍ୱାସ ଅଧିକା ବେଗ ହୋଇଯାଏ , ଓ ଶରୀରରେ ରକ୍ତ ସଂଚାଳନ ଅଧିକ ହୋଇଯାଏ , ରକ୍ତ ପ୍ରବାହ ଅଧିକ ହୋଇଯାଏ , ଏମିତିରେ ମସ୍ତିଷ୍କ ଓ ହୃଦୟକୁ ଶାନ୍ତ କରିବାକୁ ହେଲେ କିଛି ଉପାୟ କରିବାକୁ ପଡିଥାଏ । ଯଦି ଆପଣଙ୍କ ଜାଗାରୁ ମେଡିକାଲ୍ ବହୁତ ଦୁରରେ…

କେମିତି ଘରେ ପ୍ରସ୍ତୁତ କରିବେ ଚିକେନ୍‌ ସାଲାଡ୍

କେମିତି ଘରେ ପ୍ରସ୍ତୁତ କରିବେ ଚିକେନ୍‌ ସାଲାଡ୍

ଆବଶ୍ୟକ ସାମଗ୍ରୀ:ଚିକେନ୍‌, ଗୋଲମରିଚ, ତନ୍ଦୁରୀ ପେଷ୍ଟ୍‌, ସସ୍, ଲଙ୍କାଗୁଣ଼୍ଡ, ଧନିଆ ପାଉଡର୍, ଲେମ୍ବୁ ରସ, ଲୁଣ, ତେଲ ଓ ଭିନେଗାର୍, ଛୋଟ ସାଇଜ୍‌ରେ କଟା ହୋଇଥିବା ବନ୍ଧାକୋବି, ଟମାଟୋ, ପିଆଜ, ମୂଳା, ଗାଜର ଏବଂ ସିମ୍‌ଲା ଲଙ୍କା। ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଚିକେନ୍‌କୁ ଭଲ ଭାବରେ ଧୋଇ ଗୋଟିଏ ପାତ୍ରରେ ରଖନ୍ତୁ। ବର୍ତ୍ତମାନ ଚୁଲିରେ ପ୍ୟାନ୍ ଗରମ କରନ୍ତୁ। ଗୋଟିଏ ପାତ୍ରରେ ଗୋଟିଏ ବଡ଼ ଚାମଚ ଲେମ୍ବୁ ରସ, ହଟ୍ ସସ୍, ଅଧା ଚାମଚ ଭିନେଗାର୍, ଲୁଣ ଓ…

ସକାଳେ ଖାଆନ୍ତୁ ୨ଟି ଖଜୁରୀ, ମିଳିବ ଏସବୁ ଉପକାର

ସକାଳେ ଖାଆନ୍ତୁ ୨ଟି ଖଜୁରୀ, ମିଳିବ ଏସବୁ ଉପକାର

ପ୍ରତିଦିନ ସକାଳେ ଅଭ୍ୟାସ କରି ୨ଟି ଖଜୁରୀ କୋଳି ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଖଜୁରୀ କୋଳିରେ ଭିଟାମିନ, ଆଇରନ, ମିନେରାଲ, କ୍ୟାଲସିୟମ, ଆମିନୋଏସିଡ୍‌, ଫସ୍‌ଫରସ୍‌ ଓ ଭିଟାମିନ୍‌ ସି’ ଥାଏ। ଡାଇବେଟିସ୍‌ ରୋଗ ପାଇଁ ଏହା ମହୋଷେଧୀ ଭଳି କାର୍ଯ୍ୟ କରେ ବୋଲି ଉତ୍ତରାଖଣ୍ଡ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଖଜୁରୀ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ…

ଜୈବିକ ଖାଦ୍ୟ କଣ ? ଏହା କି କି ରୋଗକୁ ଦୁର କରେ ?

ଜୈବିକ ଖାଦ୍ୟ କଣ ? ଏହା କି କି ରୋଗକୁ ଦୁର କରେ ?

ସ୍ୱାସ୍ଥ୍ୟ କର ଖାଦ୍ୟ ଆମ ସ୍ୱାସ୍ଥ୍ୟ ଉପରେ ସିଧା ସଳଖ ଭାବେ ପ୍ରଭାବ ପକାଇଥାଏ । ଏଥିପାଇଁ ଆମେ ସାଧାରଣତଃ ଅର୍ଗାନିକ ବା ଜୈବିକ ଖାଦ୍ୟକୁ ଖାଇବା ପାଇଁ ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି କୁହାଯାଏ । ଶରୀରରେ ଭୟଙ୍କର ରୋଗ ବେମାର ପାଇଁ ନବେ ପ୍ରତିଶତ ଆମ ଖାଦ୍ୟ ଦାୟୀ ହୋଇଥାଏ । ଆଜି ଆମେ ଯାହାକୁ ଖାଦ୍ୟ ରୂପେ ଗ୍ରହଣ କରୁଛନ୍ତି ତାହା ସମ୍ପୁର୍ଣ୍ଣ ରୂପେ କେମିକାଲ ବା ବିଷାକ୍ତ କୀଟନାଶକ ମିଶିକରି ଥାଏ…

ଅଣ୍ଡା ଠାରୁ ବି ଅଧିକ ପ୍ରୋଟିନ ଦେଇଥାଏ ଏହି ୫ଟି ସାକାହାରୀ ଖାଦ୍ୟ, ଖାଆନ୍ତୁ ଓ ସବୁବେଳେ ସୁସ୍ଥ ରୁହନ୍ତୁ।

ଅଣ୍ଡା ଠାରୁ ବି ଅଧିକ ପ୍ରୋଟିନ ଦେଇଥାଏ ଏହି ୫ଟି ସାକାହାରୀ ଖାଦ୍ୟ, ଖାଆନ୍ତୁ ଓ ସବୁବେଳେ ସୁସ୍ଥ ରୁହନ୍ତୁ।

ଏପରି କାହାରି ଘର ନାହିଁ ଯାହା ଘରେ ଅଣ୍ଡା ଲୋକେ ଖାଇ ନ ଥାନ୍ତି I ଅଣ୍ଡା ରୁ ମିଳୁଥିବା ପ୍ରୋଟିନ ଲୋକ ଙ୍କ ପାଁଇ ବିଶେଷ ଲାଭକାରୀ ହେଇଥାଏ I କିନ୍ତୁ ଯେଉଁମାନେ ଅଣ୍ଡା ଖାଇବା କୁ ନ ଚାହୁଁଛନ୍ତି ସେମାନେ ଏହି ସବୁ ସାକାହାରୀ ଖାଦ୍ୟ ଗ୍ରହଣ କରିପାରିବେ I ଏହି ସବୁ ସାକାହାରୀ ଖାଦ୍ୟ ରେ ପ୍ରଚୁର ପରିମାଣ ର ପ୍ରୋଟିନ ରହିଥାଏ I ଏବଂ ଏହା ସ୍ଵାସ୍ତ୍ୟ ପାଁଇ ଲାଭକାରୀ ଅଟେ…