ସାରା ରାଜ୍ୟରେ ଶୀତର ପ୍ରକୋପ ବଢିଛି

ସାରା ରାଜ୍ୟରେ ଶୀତର ପ୍ରକୋପ ବଢିଛି

ସାରା ରାଜ୍ୟରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ସହ ଭୀଷଣ ଜାଡ଼ ହେଉଛି ।ଧୀରେ ଧୀରେ ଥଣ୍ଡା ବଢୁଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। କନ୍ଧମାଳ ଜିଲାରେ ଥଣ୍ଡାର ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଛି। ଗତ ୨୪ ଘଣ୍ଟାରେ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିିଛି। ଏପରି ଶୀତ…

 ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

 ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଆନ୍ଧ୍ର ଉପକୂଳରେ ଅତିକ୍ରମ ପରେ ବାତ୍ୟା ‘ମିଗଜାଉଁ’ ଦୁର୍ବଳ ହୋଇଛି । ଯେଉଁ ଗତିପଥ ଆକଳନ କରାଯାଉଥିଲା, ତା’ଠାରୁ ଭିନ୍ନ ରହିଲା ତା’ର ବାଟ । ବୁଧବାର ଦକ୍ଷିଣ ଓ ମାଲକାନଗିରି, କୋରାପୁଟ ଏବଂ ରାୟଗ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛ। ଏହି ୩ ଜିଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲାରେ ପ୍ରବଳ ବର୍ଷା ହେବା ନେଇ…

‘ମିଗ୍‌ଜୋମ୍‌’ ପ୍ରଭାବ ରେ ଓଡ଼ିଶାକୁ ୩ଦିନ ଭାରି ବର୍ଷା

‘ମିଗ୍‌ଜୋମ୍‌’ ପ୍ରଭାବ ରେ ଓଡ଼ିଶାକୁ ୩ଦିନ ଭାରି ବର୍ଷା

ଆସନ୍ତା ୫ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଛଲିପଟନମ୍‌ର ଉତ୍ତରରେ ବାତ୍ୟା ‘ମିଗଜାଉଁ’ ସ୍ଥଳଭାଗକୁ ଅତିକ୍ରମ କରିବ । ୫ ତାରିଖ ପୂର୍ବାହ୍ନରେ ନେଲ୍ଲୋର ଓ ମଛଲିପଟନମ୍‌ ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ଘଣ୍ଟା ପ୍ରତି ସର୍ବାଧିକ ୯୦ରୁ ୧୦୦ କି.ମି. ବେଗରେ ପବନ ବହିବ। ଏହାର ପ୍ରଭାବରେ ଓଡ଼ିଶାରେ ୩ଦିନ ଭାରି ବର୍ଷାର ସମ୍ଭାବନା ରହିଥିବାରୁ ଏନେଇ ସତର୍କ କରିଛି ପାଣିପାଗ ବିଭାଗ।ଜଳବନ୍ଦୀ ଓ ଭୂସ୍ଖଳନ ଆଶଙ୍କା ବି ଅଛି…

୫ରେ ସ୍ଥଳଭାଗ ଛୁଇଁବ ବାତ୍ୟା ମିଚାଉଙ୍ଗ, ଓଡିଶା ରେ ଆଂଶିକ ପ୍ରଭାବ

୫ରେ ସ୍ଥଳଭାଗ ଛୁଇଁବ ବାତ୍ୟା ମିଚାଉଙ୍ଗ, ଓଡିଶା ରେ ଆଂଶିକ ପ୍ରଭାବ

ବଙ୍ଗୋପସାଗରରେ ଗଭୀର ଅବପାତ ଏବେ ବାତ୍ୟା ‘ମିଚାଉଙ୍ଗ’ରେ ପରିଣତ ହୋଇଛି। ଏହା ଆସନ୍ତା ୫ ତାରିଖରେ ଆନ୍ଧ୍ରପ୍ରଦେଶ ସଂଲଗ୍ନ ଉତ୍ତର ତାମିଲନାଡ଼ୁ-ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ ।ଏହା ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଗତି କରୁଛି। ଏବେ ଏହା ପୁଡୁଚେରୀ ଠାରୁ ୩୦୦ ଓ ଚେନ୍ନାଇ ଠାରୁ ୩୧୦ କିଲୋମିଟର ଦୂରରେ ରହିଛି। ବାତ୍ୟା ‘ମିଚାଉଙ୍ଗ’ରେ ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁରେ ପହଂଚିବା ପରେ ନେଲୋର ଏବଂ ମଛଲିପତନମ ଉପକୂଳ ଛୁଇଁବ।…

ବଙ୍ଗୋପସାଗରରେ ଅବପାତ ,ଓଡିଶା ରେ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ଅବପାତ ,ଓଡିଶା ରେ ପ୍ରବଳ ବର୍ଷା

ଲଘୁଚାପ ଘନୀଭୂତ ହୋଇ ଅବପାତ ହୋଇ ସାରିଲାଣି । ଶନିବାରକୁ ହେବ ଗଭୀର ଅବପାତ । ରବିବାର (୩ ତାରିଖରେ) ନେବ ବାତ୍ୟା ରୂପ । ୫ ତାରିଖ ସକାଳେ ମାଡ଼ ହେବ ଆନ୍ଧ୍ର ଉପକୂଳର ନେଲ୍ଲୋରରୁ ମଛଲିପଟ୍ଟନମ ଭିତରେ ।ଏହାର ପ୍ରଭାବରେ ୫ରୁ ୭ ତାରିଖ ଯାଏ ଦକ୍ଷିଣ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ବିଶେଷ କରି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା,…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ।

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ।

ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର। ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସଦୃଶ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟା ପ୍ରଭାବ ନେଇ ସ୍ପଷ୍ଟ ସୂଚନା ନାହିଁ । ତେବେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି । ବୁଧବାର ଲ୍ୟାଣ୍ଡଫଲ୍ ନେଇ ସ୍ପଷ୍ଟ ସୂଚନା ମିଳିପାରିବ । ସମସ୍ତ ସିଷ୍ଟମ୍ ଉପରେ ଭାରତୀୟ ପାଣିପାଗ ବିଭାଗ ସ୍ବତନ୍ତ୍ର ନଜର ରଖିଛି ।ଆସନ୍ତା ୩…

ବଙ୍ଗୋପସାଗରରୁ ମାଡ଼ିଆସୁଛି ବଡ ବାତ୍ୟା ।

ବଙ୍ଗୋପସାଗରରୁ ମାଡ଼ିଆସୁଛି ବଡ ବାତ୍ୟା ।

ନଭେମ୍ବର ଓ ଡିସେମ୍ବର ମାସ ହେଉଛି ବାତ୍ୟା ର ହେବାର ମାସ ତେବେ ଆସନ୍ତା ଡିସେମ୍ବର ୧ କିମ୍ବା ୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ବାତ୍ୟାର ବେଗ ଓ ଗତିପଥ କେଉଁ ଆଡ଼କୁ ହେବ ତାହା ଆସନ୍ତା ୩୦ ତାରିଖ ସୁଦ୍ଧା ସ୍ପଷ୍ଟ ହେବ। ତେବେ କେତେକ ବେସରକାରୀ ପାଣିପାଗ ବିଜ୍ଞାନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ବାତ୍ୟା ଆସନ୍ତା ୫ କିମ୍ବା ୬…

ବଙ୍ଗୋପସାଗରରେ ଲଘୁଚାପ କିନ୍ତୁ ଓଡିଶା ରେ ପଡ଼ିବନି ପ୍ରଭାବ

ବଙ୍ଗୋପସାଗରରେ ଲଘୁଚାପ କିନ୍ତୁ ଓଡିଶା ରେ ପଡ଼ିବନି ପ୍ରଭାବ

ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଥାଇଲାଣ୍ଡ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସୋମବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ରୂପ ନେବ । ଏହା ସହ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଆଉଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଥାଇଲ୍ୟାଣ୍ଡ ଯାଏ ୫.୮ କିମି ପର୍ଯ୍ୟନ୍ତ ବିସ୍ତୃତ ରହିଛି। ୨୯ ତାରିଖ ବେଳକୁ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ଏହି ଅବପାତ ବାତ୍ୟାରେ ପରିଣତ ହେଲେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତିକରି…

 ଆସନ୍ତା ୨୬ରେ ଘୂର୍ଣ୍ଣିବଳୟ । 

 ଆସନ୍ତା ୨୬ରେ ଘୂର୍ଣ୍ଣିବଳୟ । 

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ସୃଷ୍ଟି ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଅଧିକ ଘନିଭୂତ ହୋଇ ୨୯କୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ସମ୍ଭାବ୍ୟ ପ୍ରଥମ ଲଘୁଚାପଟି ଘନୀଭୂତ ହୋଇ ବାତ୍ୟା ରୂପ…

ଆଉ ଏକ ବାତ୍ୟା ହେବାର ସମ୍ଭାବନା ,୨୬ରେ ଘନୀଭୂତ ହୋଇ ନେବ ଲଘୁଚାପର ରୂପ ।

ଆଉ ଏକ ବାତ୍ୟା ହେବାର ସମ୍ଭାବନା ,୨୬ରେ ଘନୀଭୂତ ହୋଇ ନେବ ଲଘୁଚାପର ରୂପ ।

କିଛି ଦିନ ପୂର୍ବରୁ ଏକ ଲଗୁଚାପ ସହ ଛୋଟ ବାତ୍ୟା ଓଡିଶା ରୁ ଦୁରେଇ ଯାଇଥିବା ବେଳେ ପୁଣି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଏହା ୨୬ରେ ଘନୀଭୂତ ହୋଇ ନେବ ଲଘୁଚାପର ରୂପ । ବିଦେଶୀ ମଡେଲଙ୍କ ଅକଳନ ଚୀନ ସାଗରରୁ ଆସୁଛି ବାତ୍ୟା । ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୬ ତାରିଖରେ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ପରେ ପଶ୍ଚିମ-ଉତ୍ତର ପଶ୍ଚିମ…

ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ।

ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗକୁ ଗତିକରି ଶନିବାର ଓଡ଼ିଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାବି ପୂର୍ବାନୁମାନ କରିଛି । ଉତ୍ତର ଓଡ଼ିଶା ଉପକୂଳରେ ବି ବର୍ଷା ହେବ । ଏହାର ପ୍ରଭାବରେ ଗଞ୍ଜାମ, ପୁରୀ ପୁ , ଜଗତସିଂ…

ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା ।

ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପଶ୍ଟିମ- ଉତ୍ତରପଶ୍ଚିମ ଦିଗରେ ଗତି କରିବ ଲଘୁଚାପ । ୬ ଘଣ୍ଟାରେ ଅବପାତରେ ପରିଣତ ହେବ ।ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ନିକୋବର ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗଦିରେ ଗତି କରି ଅବପାତ ରୂପ ନେବ । ଏହା ପ୍ରଭାବରେ ରାଜ୍ୟର…