୨ଟନ ପିଆଜରେ ବେଳାଭୂମିରେ ବୃହତ ସାଣ୍ଟାକ୍ଲଜ

୨ଟନ ପିଆଜରେ ବେଳାଭୂମିରେ ବୃହତ ସାଣ୍ଟାକ୍ଲଜ

ପୁରୀ ବ୍ଲୁ ଫ୍ଲାଗ ବିଚରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି। ପ୍ରାୟ ୨ ଶହ ଟନ୍ ପିଆଜ ଏବଂ ବାଲିରେ ସୁଦର୍ଶନ ଶହେ ଫୁଟ ଲମ୍ବର ସାଣ୍ଟା କ୍ଲଜ୍‌ ନିର୍ମାଣ କରିଛନ୍ତି । ଏହାର ଚଉଡ଼ା ୪୦ ଫୁଟ ଏବଂ ଉଚ୍ଚତା ୨୦ ଫୁଟ ହୋଇଥିବା ବେଳେ ଅତି ନିଖୁଣ ଭାବେ ସୁଦର୍ଶନ ଏହାକୁ ନିର୍ମାଣ କରିଛନ୍ତି।ଏହି ବାଲୁକା କଳାକୁ ପ୍ରସ୍ତୁତ କରିବା ପାଇଁ ସୁଦର୍ଶନ ଓ ତାଙ୍କ ଅନୁଷ୍ଠାନର…

ଡିସେମ୍ବର ୨୨ ହେବ ବର୍ଷର ସବୁଠାରୁ ଛୋଟ ଦିନ

ଡିସେମ୍ବର ୨୨ ହେବ ବର୍ଷର ସବୁଠାରୁ ଛୋଟ ଦିନ

ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୁଏ, ଯାହା କି ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ।ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରୀ ଢଳି ରହି ବୁଲିବା ସହ ନିଜ ଅକ୍ଷ ଚାରିପଟେ ଘୂରୁଛି। ସେଥିପାଇଁ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ ବା ଗୋଟିଏ ସ୍ଥାନରେ ଅସ୍ତ ଯାଏ ନାହିଁ। ସୂର୍ଯ୍ୟର ଉତ୍ତରାୟଣ ଓ ଦକ୍ଷିଣାୟଣ ଗତି ମଧ୍ୟ ଦେଖାଯାଇଥାଏ।…

ଭାରତ ୧୦ଟି କଳାବାଘ ସବୁ ଶିମିଳିପାଳ ଅଭୟାରଣ୍ୟରେ

ଭାରତ ୧୦ଟି କଳାବାଘ ସବୁ ଶିମିଳିପାଳ ଅଭୟାରଣ୍ୟରେ

ଭାରତରେ ମୋଟ ୧୦ଟି କଳାବାଘ ଅଛନ୍ତି। ସମସ୍ତ କଳାବାଘ ଓଡ଼ିଶାର ଶିମିଳିପାଳରୁ ମିଳିଥିବା କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସଭାରେ ଉତ୍ତର ରଖିଛନ୍ତି। କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ରାଜ୍ୟସଭାରେ କହିଛନ୍ତି ‘ମେଲାନିଷ୍ଟିକ’ ପ୍ରଜାତିର ଏହି ସବୁ କଳା ବାଘ କେବଳ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ରହିଛନ୍ତି।ସେ କହିଛନ୍ତି, ୨୦୨୨ର ପାନ୍‌-ଇଣ୍ଡିଆ ବାଘ ଗଣନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟରେ ୧୬ ବାଘ ରହିଛନ୍ତି ଯେଉଁଥିରେ ୧୦ ମେଲାନିସିମ ପ୍ରଜାତିର। ମନ୍ତ୍ରୀ ଆହୁରି କହିଛନ୍ତି ଶିମିଳିପାଳ…

ଜଣନ୍ତୁ ଶେଖ ମେସାଲ କିଏ ?ଏବେ କୁଏତର ନୂଆ ଶାସକ

ଜଣନ୍ତୁ ଶେଖ ମେସାଲ କିଏ ?ଏବେ କୁଏତର ନୂଆ ଶାସକ

କ୍ୱେତର ଅମୀର ଶେଖ ନୱାଫ ଅଲ-ଅହମ୍ମଦ ଅଲ-ସବାଙ୍କ ପରଲୋକ ପରେ ତାଙ୍କ ଭାଇ ଶେଖ ମେସାଲଙ୍କୁ ନୂଆ ଅମୀର ଘୋଷଣା କରାଯାଇଛି। ତେବେ ୮୩ ବର୍ଷ ବୟଷ୍କ ଶେଖ ମେସାଲଙ୍କୁ ଅମୀର ଦାୟିତ୍ୱ ୨୦୨୧ରୁ ମିଳିସାରିଥିଲା। ଯେତେବେଳେ କୁଏତର ଅମୀର ଶେଖ ନୱାଫ ଅଲ-ଅହମ୍ମଦ ଅଲ-ସବା ତାଙ୍କ ଜୀବିତାବସ୍ଥାରେ ଦେଶର ଶାସନ ଡୋର ସାନ ଭାଇଙ୍କ ଉପରେ ନ୍ୟସ୍ତ କରିଥିଲେ। କ୍ୱେତ ସମ୍ବିଧାନ ଅନୁସାରେ ପୂର୍ବବର୍ତ୍ତି ଅମୀର ଅକ୍ଷମ ହେବା ପରିସ୍ଥିତିରେ କ୍ରାଉନ ପ୍ରିନ୍ସଙ୍କୁ ଅମୀରଙ୍କ ଦାୟିତ୍ୱ…

ମୂଷା କହୁଛି ଜଗନ୍ନାଥ ନାମ ! ଲୋକେ ଦେଖି ଆଶ୍ଚର୍ଯ୍ୟ

ମୂଷା କହୁଛି ଜଗନ୍ନାଥ ନାମ ! ଲୋକେ ଦେଖି ଆଶ୍ଚର୍ଯ୍ୟ

ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେବତା, ଦାନବ, ଯକ୍ଷ, ମାନବ ଯେପରି ଆତୁର ହୋଇଥାନ୍ତି, ସେହିପରି ପଶୁପକ୍ଷୀ ମଧ୍ୟ ତାଙ୍କ ଆଶିଷ ଲାଭ କରିବା ପାଇଁ ବ୍ୟାକୁଳ ହୋଇ ଉଠିଥାନ୍ତି। କେବଳ ମଣିଷ ନୁହେଁ କ୍ଷୁଦ୍ର ପ୍ରାଣୀ ଓ କୀଟ ମଧ୍ୟ ମହାପ୍ରଭୁଙ୍କ ଭକ୍ତ।ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଅଦ୍ଭୁତ ଦୃଶ୍ୟ । କିଛି ଦିନ ପୂର୍ବରୁ ଜଣେ ମହିଳା ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ବେଳେ ସାଙ୍ଗରେ ଦୁଇଟି ମୂଷା ଆଣିଥିଲେ ।…

୭୦୦ଖଣ୍ଡ ସାବୁନ ଦ୍ୱାରା ଘୁଞ୍ଚା ଗଲା ୩ ମହଲା ଘର

୭୦୦ଖଣ୍ଡ ସାବୁନ ଦ୍ୱାରା ଘୁଞ୍ଚା ଗଲା ୩ ମହଲା ଘର

ନୂଆ ଘର ତୋଳିବାକୁ ହେଲେ ପ୍ରଥମେ ପୁରୁଣା ଘରକୁ ଭାଙ୍ଗିବାକୁ ପଡିଥାଏ। ପରେ ସେଠାରେ ନୂଆଘରର କାମ ଆରମ୍ଭ ହୋଇଥାଏ । କିନ୍ତୁ ଏକ ପୁରୁଣା ଘରକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ଏହାକୁ ଘୁଞ୍ଚା ଯାଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।ନୈାବା ସ୍କୋଟିଆର ଏକ ରିଅଲ ଇଷ୍ଟେଷ୍ଟ କମ୍ପାନୀ ୧୯୭ବର୍ଷ ପୁରୁଣା ଏକ ବିଲ୍ଡିଂକୁ ଭାଙ୍ଗିବା ବଦଳରେ ପୁରା ବିଲ୍ଡିଂକୁ ଘୁଞ୍ଚାଇଦେଇଛି। ୭୦୦ଖଣ୍ଡ ସାବୁନ ବ୍ୟବହାର କରି ଶ୍ରମିକମାନେ ୨୨୦ଟନର…

ହିନ୍ଦୁ ଯୁବକଙ୍କୁ ବାହା ହେଲେ ଜର୍ମାନୀ ମହିଳା

ହିନ୍ଦୁ ଯୁବକଙ୍କୁ ବାହା ହେଲେ ଜର୍ମାନୀ ମହିଳା

ଜଣେ ଜର୍ମାନୀ ଯୁବତୀ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ି ଶେଷରେ ବିବାହ କରି ଭାରତର ବୋହୂ ସାଜିଛନ୍ତି। ପ୍ରାଚୀନ ଧର୍ମ ଏବଂ ଭାରତୀୟ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଉତ୍ତରପ୍ରଦେଶର ବାସିନ୍ଦା ସନ୍ଦୀପଙ୍କୁ ବିବାହ କରିଛନ୍ତି ଜର୍ମାନୀ ଯୁବତୀ ଷ୍ଟିନା।ସନ୍ଦୀପ ଏବଂ ଷ୍ଟିନାଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଷ୍ଟିନା ଏବଂ ସନ୍ଦୀପ ସେମୱାଲ ଉତ୍ତରପ୍ରଦେଶର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ବିବାହ ଉତ୍ସବରେ ଉଭୟଙ୍କ ପରିବାର ଉପସ୍ଥିତ ଥିଲେ।…

ଚାକିରୀ ଛାଡି ଏହି ମହିଳା ଖାଉଛନ୍ତି ମୃତ ଜୀବଜନ୍ତୁଙ୍କ ମାଂସ

ଚାକିରୀ ଛାଡି ଏହି ମହିଳା ଖାଉଛନ୍ତି ମୃତ ଜୀବଜନ୍ତୁଙ୍କ ମାଂସ

ରାସ୍ତାରେ ଯାତାୟତବେଳେ ପଶୁପକ୍ଷୀଙ୍କର ଦୁର୍ଘଟଣା ହୋଇ ସେମାନଙ୍କର ମୃତ୍ୟୁ ହେଲେ ତାଙ୍କ ଶରୀର କେବେ କେବେ ରାସ୍ତାରେ ପଚିସଢି ନଷ୍ଟ ହୋଇଯାଏ ତ କେବେ ଚିଲ କାଉଙ୍କର ଆହାର ପାଲଟିଯାଏ। କିନ୍ତୁ କେବେ ଶୁଣିଛନ୍ତି ଜୀବଜନ୍ତୁଙ୍କ ମୃତ ଶରୀରକୁ ଜଣେ ମହିଳା କଞ୍ଚା ରୂପେ ଆହାର କରନ୍ତି। ହଁ ଏହା ସତ୍ୟ, ଜଣେ ମହିଳା ଏପରି ଅଛନ୍ତି ଯିଏକି ରାସ୍ତାରେ ପଡିଥିବା ମୃତ ପଶୁମାନଙ୍କୁ ଖାଇଥାନ୍ତି । ଏବେ ଏହି ମହିଳା ଜଣକ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି…

ବିନା ଖାଦ୍ୟରେ ୫୦ ବର୍ଷ ବଞ୍ଚିଛନ୍ତି ଏହି ମହିଳା

ବିନା ଖାଦ୍ୟରେ ୫୦ ବର୍ଷ ବଞ୍ଚିଛନ୍ତି ଏହି ମହିଳା

ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି କିଛି ନ ଖାଇ ଜୀବନ ବିତାଉଛନ୍ତି। ଆଜି ଆମେ ଆପଣଙ୍କୁ ଭିଏତନାମର ଏପରି ଜଣେ ମହିଳାଙ୍କ ବିଷୟରେ କହିବୁ, ଯିଏ ପ୍ରାୟ ୫୦ ବର୍ଷ ଧରି କେବଳ ପାଣି ପିଇ ବଞ୍ଚିଛନ୍ତି।୭୫ ବର୍ଷୀୟ ଭିଏତନାମୀ ମହିଳା ବୁଇ ଥି ଲୋଇ । ବୁଇଙ୍କ ଅଜବ ମୁକ୍ତି । ୫୦ ବର୍ଷ ହେବ ଖାଇନାହାଁନ୍ତି କଠିନ ଖାଦ୍ୟ । ଆଶ୍ଟର୍ଯ୍ୟର କଥା ଡାଏଟ ପରେ ବି…

26/11 Mumbai Attack : ସାକ୍ଷୀ ଦେଇଥିଲି ବୋଲି ପଢିବାକୁ ମିଳି ନ ଥିଲା ସ୍କୁଲ ଓ ଚାକିରୀ

26/11 Mumbai Attack : ସାକ୍ଷୀ ଦେଇଥିଲି ବୋଲି ପଢିବାକୁ ମିଳି ନ ଥିଲା ସ୍କୁଲ ଓ ଚାକିରୀ

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୫ବର୍ଷ। ସେଦିନ ଥିଲା ୨୦୦୮ ବର୍ଷ ନଭେମ୍ବରର ୨୬ ତାରିଖ । ସମୟ ବିତିଥିଲେ ବି କ୍ଷତ ଶୁଖିନି। କ୍ଷତ ଆଉ କ୍ଷତି ଦୁଇଗୁଣା ବଢିଛି। ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ଜଣଙ୍କ ହତ୍ୟା କରାଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ଯେତେବେଳେ ଏହି ଆକ୍ରମଣ ବନ୍ଦ ହୋଇଗଲା । ଆତଙ୍କବାଦୀ କମାଣ୍ଡର ଅଜମଲ କସାବଙ୍କ ବିରୋଧରେ କୋର୍ଟରେ ଶୁଣାଣି ଚାଲିଥିଲା ​​ସେତେବେଳେ ହୋଟେଲରେ ଆତଙ୍କବାଦୀଙ୍କ ବନ୍ଧକରେ ଥିବା…

ସୁନା ଅଳଙ୍କାରରେ ହଲ ମାର୍କ ବି ହୋଇପାରେ ନକଲୀ!ରୁହନ୍ତୁ ସତର୍କ

ସୁନା ଅଳଙ୍କାରରେ ହଲ ମାର୍କ ବି ହୋଇପାରେ ନକଲୀ!ରୁହନ୍ତୁ ସତର୍କ

ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ସରକାର ବର୍ତ୍ତମାନ ସୁନା ଅଳଙ୍କାରରେ ହଲ ମାର୍କିଂକୁ ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ, ଅନେକ ଲୋକ ନକଲି ହଲମାର୍କିଂ ପ୍ରୟୋଗ କରି ସୁନା ଅଳଙ୍କାର ବିକ୍ରି କରୁଛନ୍ତି। ହଲମାର୍କିଂ ଫେଡେରେସନ ଅଫ ଇଣ୍ଡିଆ (ଏଚଏଫଆଇ) ମଧ୍ୟ ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି। କିଛି ଅସାଧୁ ଲୋକେ ସ୍ୱର୍ଣ୍ଣାଭୂଷଣର ନକଲୀ ହଲମାର୍କିଂ କରୁଛନ୍ତି। ତେଣୁ, ଧନତେରସରେ ଅଳଙ୍କାର କିଣିବା ସମୟରେ ହଲମାର୍କକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ହଲମାର୍କିଂ ଶୁଦ୍ଧ ସୁନାର ଗ୍ୟାରେଣ୍ଟି ହୋଇଥାଏ। ସବୁ…

ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ,ଜଣାନ୍ତୁ ତାଙ୍କ ବିଷୟରେ …

ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ,ଜଣାନ୍ତୁ ତାଙ୍କ ବିଷୟରେ …

ଓଡ଼ିଶା ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି। ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କୁ ନିଯୁକ୍ତି ଦିଆଯିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛି।୧୯୬୩ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଏଲଏଲବିରେ ଡିଗ୍ରୀ କରିବା ପରେ ୧୯୯୦ ଅକ୍ଟୋବର ୩୦ରୁ  ଜଣେ ଓକିଲ ଭାବେ କାମ ଆରମ୍ଭ କରିଥିଲେ। ସାମ୍ବିଧାନିକ, ସର୍ଭିସ୍‌, ଆର୍ବିଟ୍ରେଶନ୍‌ ଓ ଫୌଜଦାରି, ଶ୍ରମ ବିବାଦ ଆଦି ମାମଲା ବେଶ୍‌…