ଓଡିଶା ଆସିବେ ହେମା ମାଳିନୀ । 

ଓଡିଶା ଆସିବେ ହେମା ମାଳିନୀ । 

ମେ’ ୧୭ରେ ଓଡିଶା ଆସିବେ ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ। ୧୭ ତାରିଖରେ ସେ ଓଡିଶା ଆସିବା ସହ ୩ଟି ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ହେମାମାଳିନୀ ଉତ୍ତର ଭୁବନେଶ୍ୱର ଓ କଟକ କିଶନ ନଗର ସଭାରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହାସହ ପିପିଲିରେ ରୋଡ୍ ଶୋ’ କରିବେ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି।ଆଉ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ । ବିଜେପି ଷ୍ଟାର…

ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ହେମାମାଳିନୀ

ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ହେମାମାଳିନୀ

ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ତଥା ମଥୁରା ଭାଜପା ଏମ୍‌ପି ପ୍ରାର୍ଥୀ ହେମାମାଳିନୀ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ହେମା ସାମିଲ ହୋଇଛନ୍ତି। ତାଲିକାରେ ସାମିଲ ପରେ ଓଡ଼ିଶାରେ ହେମାମାଳିନୀ ପ୍ରଚାର କରିବା ସ୍ପଷ୍ଟ ହୋଇଯାଇଛି।ତାଲିକାରେ ସ୍ଥାନ ପାଇଛନ୍ତି ଅର୍ଜୁନ ମୁଣ୍ଡା, ବିଷ୍ଣୁଦେବ ସାଏ , କେଦାରନାଥ କଶ୍ୟପ । ତେବେ ଏଥର ନିର୍ବାଚନ ପାଇଁ କେନ୍ଦ୍ର ନେତୃତ୍ୱର ଫୋକସରେ ରହିଛି ଓଡିଶା । ଏଥର ରାଜ୍ୟରେ…

ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ଜିନା ସାମଲ ।

ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ଜିନା ସାମଲ ।

ବିଜେଡିରେ ସାମିଲ ହେଲେ ଓଲିଉଡ୍ ଅଭିନେତ୍ରୀ ଜିନା ସାମଲ । ରାଜ୍ୟସଭା ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଜିନା । ବିଜେପିରେ ତାଙ୍କୁ ଗୁରୁତ୍ୱ ଦିଆଯାଉଥିବା ଅଭିଯୋଗ କରି ଆଜି ଦଳ ଛାଡିଥିଲେ ।ସୂଚନା ଥାଉକି, ଆଜି ସକାଳେ ବିଜେପି ଛାଡିଥିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓରଫ ସ୍ୱାତୀ । ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଥିଲେ ମଧ୍ୟ ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣି…

ନିର୍ବାଚନରେ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ନିଶ୍ଚିତ ଜିତିବେ

ନିର୍ବାଚନରେ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ନିଶ୍ଚିତ ଜିତିବେ

କଣ୍ଟ୍ରୋଭର୍ସି କୁଇନ୍‌ ରାଖୀ ସାଓ୍ବନ୍ତ । ପ୍ରତ୍ୟେକ ଦିନ କିଛି ନା କିଛି କାରଣ ପାଇଁ ବିବାଦ ଘେରି ହୋଇଥାନ୍ତି । ନିଜର ପର୍ସନାଲ୍‌ ଏବଂ ପ୍ରଫେସନାଲ୍‌ ଲାଇଫ୍‌କୁ ନେଇ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ ।ରାଖୀ କଙ୍ଗନାଙ୍କ ସହ ରାଜନୀତିରେ ମୁକାବିଲା କରିବାକୁ ଚାହୁଁଛନ୍ତି। ଯଦି କଂଗ୍ରେସ ତାଙ୍କୁ ସୁଯୋଗ ଦିଏ ତେବେ ସେ ମଣ୍ଡିରୁ ନିର୍ବାଚନ ଲଢ଼ିବେ। ଏପରିକି ସେଠାରେ କଙ୍ଗନାଙ୍କୁ ସହଜରେ ପରାଜିତ କରିବେ ବୋଲି ରାଖୀ କହିଛନ୍ତି।ଅଭିନେତ୍ରୀ କହିଛନ୍ତି, କଙ୍ଗନା ଗତ ୩…

 ଶିବସେନାରେ ସାମିଲ ହେଲେ ଅଭିନେତା ଗୋବିନ୍ଦା।
|

 ଶିବସେନାରେ ସାମିଲ ହେଲେ ଅଭିନେତା ଗୋବିନ୍ଦା।

ବଲିଉଡ୍‌ ଡାନ୍ସିଂ ହିରୋ ଗୋବିନ୍ଦା ଲୋକସଭା ନିର୍ବାଚନ ଲଢ଼ିବା ଚର୍ଚ୍ଚା ଜୋର ଥିଲା । ଗୁରୁବାର(୨୮ ମାର୍ଚ୍ଚ) ସକାଳେ ସେ ପୁଣିଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଥିଲେ । ଗୋବିନ୍ଦା ସିନ୍ଦେଙ୍କ ଶିବସେନାରେ ସାମିଲ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଚର୍ଚ୍ଚାର ଅନ୍ତ ଘଟିଛି |ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି। ୨୦୦୪ରେ କଂଗ୍ରେସ ଟିକେଟ୍‌ରେ ମୁମ୍ବାଇରୁ ଏମ୍‌ପି ହୋଇଥିଲେ।ମିଡିଆ ରିପୋର୍ଟ ଅନୁସାରେ, ଗୋବିନ୍ଦା ସିନ୍ଦେ ଶିବସେନା ଟିକେଟ୍‌ରେ ଉତ୍ତର-ପଶ୍ଚିମ…

ସୁସ୍ଥ ଓ ସକାରାତ୍ମକ ସମାଜ ଗଠନରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ: ବିଧାୟକ
| |

ସୁସ୍ଥ ଓ ସକାରାତ୍ମକ ସମାଜ ଗଠନରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ: ବିଧାୟକ

ନୟାଗଡ଼ରେ ବିଶ୍ଵ ନାଟ୍ୟ ଦିବସ ପାଳିତ ନୟାଗଡ଼: ସମଗ୍ର ବିଶ୍ୱରେ ନାଟକର ମହତ୍ତ୍ଵକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଏଥିପ୍ରତି ଆଗ୍ରହ ସୃଷ୍ଟିକରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ପାଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ। ନୟାଗଡର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଂଚାୟନ ତରଫରୁ ନ୍ୟୁ ଜନତା କଂପ୍ଳେକ୍ସ ପରିସରରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ଅରୁଣ କୁମାର ସାହୁ ଯୋଗଦେଇ ନାଟକ କେବଳ ମନୋରଂଜନ ପାଇଁ ନୁହେଁ ବଂର ସମାଜର ବାର୍ତ୍ତା ସର୍ବସାଧାରଣଙ୍କ…

 ବିଜୟଙ୍କ ଉପରକୁ ଚପଲ ଫିଙ୍ଗିଲେ ଅଜଣା ବ୍ୟକ୍ତି

 ବିଜୟଙ୍କ ଉପରକୁ ଚପଲ ଫିଙ୍ଗିଲେ ଅଜଣା ବ୍ୟକ୍ତି

ସାଉଥ ଷ୍ଟାର ଥାଲାପତି ବିଜୟଙ୍କ ଉପରକୁ ଚପଲ ଫିଙ୍ଗିଲେ ଅଜଣା ବ୍ୟକ୍ତି। ପ୍ରକୃତରେ ପ୍ରଖ୍ୟାତ ତାରକା ଏବଂ ରାଜନେତା ବିଜୟକାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଯାଇଥିବାବେଳେ ତାଙ୍କ ଉପରକୁ ଏହି ଚପଲ ମାଡ଼ ହୋଇଛି। ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବିଜୟ ପ୍ରଶଂସକଙ୍କ ଭିଡ଼ ଦେଇ ଯାଉଛନ୍ତି, ଏହି ସମୟରେ ଏକ ଜୋତା ତାଙ୍କ ଆଡକୁ ଉଡ଼ି ଉଡ଼ି ଆସି ତାଙ୍କୁ ଉପରେ ପଡୁଛି।ଏହି ଭିଡିଓ ଭାଇରାଲ ହେବା…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ହିନା ଖାନ୍‌

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ହିନା ଖାନ୍‌

ଟେଲି ଅଭିନେତ୍ରୀ ହିନା ଖାନ ଏବେ ଅସୁସ୍ଥ ହୋଇ ପଡିଛନ୍ତି । ଏଥିପାଇଁ ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜେ ଏହି ସୂଚନା ଦେଇଛନ୍ତି। ହିନା କହିଥିଲେ ଯେ ତାଙ୍କର ହାଇ ଫିଭର ଥିଲା, ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ଏହା ସହିତ ପ୍ରଶଂସକମାନଙ୍କୁ ହେଲଥ ଅପଡେଟ ଦେଉଥିବାବେଳେ ହିନା କହିଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହେବେ।ସୂଚନାଯୋଗ୍ୟ, ଶୋ ୟେ ରିସ୍ତା କି୍ୟା କେହଲତା ହୈରୁ ହିନା…

ଖ୍ରୀଷ୍ଟମାସ୍‌ ସେଲିବ୍ରେସନ୍‌ ପରେ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ଖ୍ରୀଷ୍ଟମାସ୍‌ ସେଲିବ୍ରେସନ୍‌ ପରେ ଅଭିନେତ୍ରୀଙ୍କ ଆତ୍ମହତ୍ୟା

କୋରିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଆଉ ଏକ ଦୁଃଖଦ ଖବର ଆସିଛି। ଅଭିନେତା ଲି ସୁନ କ୍ୟୁନଙ୍କ ପରେ ବର୍ତ୍ତମାନ ଅଭିନେତ୍ରୀ ବୋନି ଲାଇ ସୁକ ୟିନ ମଧ୍ୟ ଚିରକାଳ ପାଇଁ ବିଦାୟ ଦେଇଛନ୍ତି।ଅଭିନେତ୍ରୀ ବୋନି ଲାଇ ସୁକ୍ ୟିନଙ୍କର ଦେହାନ୍ତ ହୋଇଛି। ସେ ନିଜ ପରିବାର ସହିତ ଖ୍ରୀଷ୍ଟମାସ ପାଳନ କରିବାର ଗୋଟିଏ ଦିନ ପରେ ଡିସେମ୍ବର ୨୬ରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁକୁ ପୂର୍ବତନ ସ୍ୱାମୀ କେନେଥ ଲୋ ନିଶ୍ଚିତ କରିଥିବା ଜଣାଯାଇଛି। ଖବର ଅନୁଯାୟୀ,…

ସ୍ଵାମୀ ଠାରୁ ଅଲଗା ହେଲେଇଶା କୋପିକର

ସ୍ଵାମୀ ଠାରୁ ଅଲଗା ହେଲେଇଶା କୋପିକର

ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବରେ ଜଣାଶୁଣା ଈଶା କୋପିକର। ସବୁବେଳେ ନିଜ ପେସାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଈଶା ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହର ୧୪ ବର୍ଷ ପରେ ଏହି ଦମ୍ପତି ଛାଡପତ୍ର ନେଇଛନ୍ତି। ଇଶା ଏବଂ ଟିମି ନଭେମ୍ବରରେ ନିଜେ ଛାଡପତ୍ର ନେଇଥିଲେ। ଇଶା ୯ ବର୍ଷର ଝିଅ ସହ ସ୍ବାମୀଙ୍କ ଘର ଛାଡିଛନ୍ତି। ଇଶା ଏବଂ ଟିମି କିଛି ଦିନ ପୂର୍ବରୁ ଝଗଡା କାରଣରୁ…

‘ଜୟ ମାତା ଦି’ କହିଲେ ରଣବୀର, ଥାନାରେ ମାମଲା

‘ଜୟ ମାତା ଦି’ କହିଲେ ରଣବୀର, ଥାନାରେ ମାମଲା

ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତା ରଣବୀର କପୁର । ବର୍ତ୍ତମାନ ତାଙ୍କୁ ନେଇ ଆଲୋଚନା ହେଉଛି । ସେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଖ୍ରୀଷ୍ଟମାସ ସେଲିବ୍ରେସନ୍‌ କରୁଥିବା ବେଳେ ଅଭିନେତାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ସୂଚନା ଯୋଗ୍ୟ ‘କ୍ରିସମାସ’ ଅବସରରେ କେକ୍‌ ଉପରେ ମଦ ଢ଼ାଳି ନିଆଁ ଲଗାଇ ‘ଜୟ ମାତା ଦି’ ନାରା ଦେଇଥିଲେ ରଣବୀର। ଏହାକୁ ନେଇ ସେ ବିବାଦରେ ଫସିଥିବା ବେଳେ ଏବେ ତାଙ୍କ ସହ ପୁରା…

ପରଲୋକରେ ଅଭିନେତା-ରାଜନେତା ତଥା ଡିଏମଡିକେ ମୁଖ୍ୟ କ୍ୟାପଟେନ ବିଜୟକାନ୍ତ

ପରଲୋକରେ ଅଭିନେତା-ରାଜନେତା ତଥା ଡିଏମଡିକେ ମୁଖ୍ୟ କ୍ୟାପଟେନ ବିଜୟକାନ୍ତ

ପରଲୋକରେ ଅଭିନେତା-ରାଜନେତା ତଥା ଡିଏମଡିକେ ମୁଖ୍ୟ କ୍ୟାପଟେନ ବିଜୟକାନ୍ତ । ପାର୍ଟି ପକ୍ଷରୁ କୁହାଯାଇଛି, କିଛିଦିନ ତଳେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।ଚେନ୍ନାଇର ଡିଏମଡିକେ ପାର୍ଟି ପ୍ରତିଷ୍ଠାତା ବିଜୟକାନ୍ତଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁପରେ ଡାକ୍ତରଖାନା ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ବିଜୟକାନ୍ତ ୨୦୦୫ର ଦେଶିଆ…