୧ କେଜି ସୁନା ଏବଂ ୭ କିଲୋ ରୁପାରେ ତିଆରି ରାମ ମନ୍ଦିରର କଠଉ

୧ କେଜି ସୁନା ଏବଂ ୭ କିଲୋ ରୁପାରେ ତିଆରି ରାମ ମନ୍ଦିରର କଠଉ

ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଉଦ୍‌ଘାଟନକୁ ଆଉ କିଛି ଦିନ ଥିବାବେଳେ ରାମଲଲାଙ୍କୁ ଦେଖିବା ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା।ରାମ ମନ୍ଦିରରେ ରହିବାକୁ ଥିବା ରାମଙ୍କ ପାଦୁକା ଏକ କେଜି ସୁନା ଏବଂ ୭ କିଲୋ ରୁପାରେ ନିର୍ମାଣ କରାଯାଇଛି ।ଏହା ବ୍ୟତୀତ ପାଦୁକାରେ ବହୁମୂଲ୍ୟ ରତ୍ନ ମଧ୍ୟ ଲଗାଯାଇଛି। ଯାହାକି ଏବେ ସାରା ଦେଶରେ ଭ୍ରମଣ କରାଯାଉଛି । ଜାନୁୟାରୀ ୧୯ ତାରିଖରେ ଏହା ଅଯୋଧ୍ୟାରେ…

ଏହି ଦେଶରେ କୁକୁର କୁ ପୂଜା କରି ଦୀପାବଳି ପାଳନ କରାଯାଏ |

ଏହି ଦେଶରେ କୁକୁର କୁ ପୂଜା କରି ଦୀପାବଳି ପାଳନ କରାଯାଏ |

ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ନୁହେ ବିଦେଶ ରେ ମଧ୍ୟ ପାଳନ କରାଯାଏ । ଯେମିତି ଜାପାନ, ଗୁଆନା, ମାଲେସିୟା, ମରିସସ୍‌, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ କରାଯାଇଥାଏ।ତେବେ ଭାରତର ପଡୋଶୀ ଦେଶ ନେପାଳରେ ଏହା ଭିନ୍ନ ଢଙ୍ଗରେ ପାଳନ କରାଯାଏ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ କୁକୁରକୁ ପୂଜା କରାଯାଇ ଦୀପାବଳି ପର୍ବ ପାଳନ କରାଯିବାର ପରମ୍ପରା ରହିଛି ।ଏଠି ଦୀପାବଳି ୫ ଦିନ ଧରି ପାଳନ କରାଯାଉଥିବା ବେଳେ…

ଦୀପାବଳିରେ କାହିଁକି କରାଯାଏ ମା’ କାଳୀଙ୍କ ପୂଜା??

ଦୀପାବଳିରେ କାହିଁକି କରାଯାଏ ମା’ କାଳୀଙ୍କ ପୂଜା??

ପୁରାଣ ଅନୁସାରେ, ରାକ୍ଷସ ଶୁମ୍ଭ ଓ ନିଶୁମ୍ଭଙ୍କ ଅତ୍ୟାଚାରରେ କେବଳ ପୃଥିବୀବାସୀ ନୁହନ୍ତି, ସ୍ୱର୍ଗର ଦେବତାମାନେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ। ବ୍ରହ୍ମାଙ୍କ ଆଶୀର୍ବାଦରେ ବଳୀୟାନ୍‌ ହୋଇଥିବା ଶୁମ୍ଭ-ନିଶୁମ୍ଭ ସ୍ୱର୍ଗ ଉପରେ ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ। ଏହି ଦୁଇ ରାକ୍ଷସଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେବତାମାନେ ମହାମାୟା ମା’ ଦୁର୍ଗାଙ୍କୁ ସ୍ମରଣ କରିଥିଲେ।  ଦୁର୍ଗା ନିଜ ଅଂଶର ଅନ୍ୟ ଏକ ସ୍ୱରୂପ ଅର୍ଥାତ୍‌ ମା’ କାଳୀ ରୂପ ନେଇ ଶୁମ୍ଭ-ନିଶୁମ୍ଭ…

ଦାନ ଦିଅନ୍ତୁ ନାହିଁ ଏହି ତେଲ ;କ୍ରୋଧିତ ହୋଇ ଥାଆନ୍ତି ଶନିଦେବ

ଦାନ ଦିଅନ୍ତୁ ନାହିଁ ଏହି ତେଲ ;କ୍ରୋଧିତ ହୋଇ ଥାଆନ୍ତି ଶନିଦେବ

ହିନ୍ଦୁ ଶାସ୍ତ୍ରରେ ଦାନର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ମାତ୍ର ଏପରି କେତେକ ଜିନିଷ ରହିଛି ଯାହାକୁ ଦାନ ଦେବା ଦ୍ୱାରା ଅଶୁଭଫଳ ପ୍ରାପ୍ତ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଳେଖ ରହିଛି । ଜାଣନ୍ତୁ .. କିଛି ନିର୍ଦ୍ଦିଷ୍ଟ ସମୟରେ ତେଲର ଦାନ କରିବା ଶୁଭଙ୍କର । ମାତ୍ର ଯେଉଁ ତେଲ ବ୍ୟବହାର ହୋଇଛି କିମ୍ବା ଖରାପ ହୋଇ ଯାଇଛି , ତାହାକୁ ଆଦୌ ଦାନ ଦିଅନ୍ତୁୁ ନାହିଁ । ଏହାଦ୍ୱାରା ଶନିଦେବ କ୍ରୋଧିତ ହୋଇ…

କୁମାର ପୂର୍ଣ୍ଣିମା ରାତିରେ କରନ୍ତୁ ମା ଲକ୍ଷ୍ମୀଙ୍କ ପୂଜା, ଜାଣନ୍ତୁ ବିଧି, ଶୁଭ ମୁହୂର୍ତ୍ତ ଓ ମହତ୍ୱ

କୁମାର ପୂର୍ଣ୍ଣିମା ରାତିରେ କରନ୍ତୁ ମା ଲକ୍ଷ୍ମୀଙ୍କ ପୂଜା, ଜାଣନ୍ତୁ ବିଧି, ଶୁଭ ମୁହୂର୍ତ୍ତ ଓ ମହତ୍ୱ

ଶରଦ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ରାତିରେ ମା ଲକ୍ଷ୍ମୀଙ୍କ ଆବାହନର ପରମ୍ପରା ରହିଛି। ଲୋକମାନ୍ୟତା ଶରଦପୂର୍ଣ୍ଣିମା ରାତିରେ ଦେବୀ ମହାଲକ୍ଷ୍ମୀଙ୍କର ଧରାବତରଣ ହୁଏ। ମା ଲକ୍ଷ୍ମୀ ରାତିରେ କିଏ ଜାଗ୍ରତ ପଚାରିଥାନ୍ତି। ଜିଏ ଜାଗ୍ରତ ଥାନ୍ତି ମା ଲକ୍ଷ୍ମୀ ତାଙ୍କ ମନକାମନା ପୂର୍ଣ୍ଣ କରନ୍ତି। ଏଣୁ ଏହି ପୂର୍ଣ୍ଣିମାକୁ କୋଜାଗରୀ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ। ଚଳିତବର୍ଷ ପୂର୍ଣ୍ଣିମା ତିଥି ଶନିବାର ରାତି ୩ଟା ୪୨ ମିନିଟ୍‌ରୁ ଆରମ୍ଭ ହୋଇଥିବା ବେଳେ ରବିବାର ୯ ଅକ୍ଟୋବର…

ଗୋଟିଏ ପ୍ରବଚନ ଲାଗି କେତେ ଚାର୍ଜ କରନ୍ତି ଜୟା କିଶୋରୀ? 

ଗୋଟିଏ ପ୍ରବଚନ ଲାଗି କେତେ ଚାର୍ଜ କରନ୍ତି ଜୟା କିଶୋରୀ? 

ପ୍ରଶିଦ୍ଧ ପ୍ରବଚକ ଜୟା କିଶୋରୀଜୀଙ୍କୁ କିଏ ବା ନ ଚିହ୍ନେ। ତାଙ୍କର ପ୍ରେରଣା ଦାୟକ ପ୍ରବଚନ ଓ ଶ୍ରୀମଦ ଭାଗବଦଗୀତା ପାଠ ଲାଗି ସାରା ଦେଶରେ ତାଙ୍କର ଲକ୍ଷଲକ୍ଷ ପ୍ରଶଂସକ ଅଛନ୍ତି। ଲୋକେ ତାଙ୍କର ଖାଦ୍ୟ, ପେୟ, ଫେସନ ଷ୍ଟାଇଲ, ସ୍ପିଚ୍, ପାଠ ପଢା ଓ ଆୟ ସମ୍ପର୍କରେ ଜାଣିବା ଲାଗି ଉତ୍ସୁକ ଅଛନ୍ତି। ପ୍ରାୟ ଲୋକେ ଜାଣିବାକୁ ଚାହାଁନ୍ତି ତାଙ୍କର ଆୟର ସ୍ରୋତ କଣ ଓ ସେଥିରୁ ସେ କେତେ ଆୟ କରିପାରୁଛନ୍ତି। ଆସନ୍ତୁ ଏ…

ରହୁଛି କି’ ଅର୍ଥ ସମସ୍ୟା ? ଧନ ଲାଭ ପାଇଁ ଘରର ମୁଖ୍ୟ ଦ୍ୱାର ଠାରୁ ଦିଗ ପର୍ଯ୍ୟନ୍ତ ମାନନ୍ତୁ ଏହି ବାସ୍ତୁ ନିୟମ…

ରହୁଛି କି’ ଅର୍ଥ ସମସ୍ୟା ? ଧନ ଲାଭ ପାଇଁ ଘରର ମୁଖ୍ୟ ଦ୍ୱାର ଠାରୁ ଦିଗ ପର୍ଯ୍ୟନ୍ତ ମାନନ୍ତୁ ଏହି ବାସ୍ତୁ ନିୟମ…

ଘରେ ବାସ୍ତୁଶାସ୍ତ୍ରର ନିୟମ ମାନିବା ବହୁତ ଜରୁରି ହୋଇଥାଏ। ଯଦି ଘରେ ବାସ୍ତୁ ଦୋଷ ଥାଏ ତାହେଲେ ପରିବାର ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥାରେ ପ୍ରଭାବ ପଡିବା ସହ ଧନହାନୀ ମଧ୍ୟ ହେବ। ଏଥିପାଇଁ ଘରେ ବାସ୍ତୁ ଦୋଷ ଦୂର କରିବା ନିହାତି ଆବଶ୍ୟକ। ତାହେଲେ ଆସନ୍ତୁ ଜାଣିବା ଏପରି କିଛି ବାସ୍ତୁ ନିୟମ ଯାହାଫଳରେ ଆପଣଙ୍କର ରୋଜଗାର ବଢ଼ିବା ସହି ପରିବାରରେ ଧନ ଆଗମନରେ ସହାୟକ ହେବ। ଧନକୁ ନେଇ ଘରେ କେବେ ନକରାତ୍ମକ ଚିନ୍ତା କରନ୍ତୁ ନାହିଁ।…

କେବଳ ରକ୍ଷା ବନ୍ଧନ ନୁହେଁ ଜନ୍ମାଷ୍ଟମୀ ଓ ଗଣେଶ ଚତୁର୍ଥୀକୁ ନେଇ ମଧ୍ୟ ରହିଛି କନଫ୍ୟୁଜନ

କେବଳ ରକ୍ଷା ବନ୍ଧନ ନୁହେଁ ଜନ୍ମାଷ୍ଟମୀ ଓ ଗଣେଶ ଚତୁର୍ଥୀକୁ ନେଇ ମଧ୍ୟ ରହିଛି କନଫ୍ୟୁଜନ

ଭାରତ ଏକ ଉତ୍ସବର ଦେଶ, ବାରମାସରେ ତେର ପରବ ଲାଗି ରହିଥାଏ। ଆମ ଦେଶରେ ଅନେକ ପବିତ୍ର ପର୍ବ ପାଳିତ ହୋଇଥାଏ। ପ୍ରତିବର୍ଷ ଶ୍ରାବଣ ମାସରୁ ଉତ୍ସବର ଋତୁ ଆରମ୍ଭ ହୁଏ। ଚଳିତବର୍ଷ ମଧ୍ୟ ପାର୍ବଣର ଆଗମନ ହୋଇଛି। ତେବେ ଏକ ସଙ୍ଗରେ ଅନେକ ସଂଯୋଗ ହେଉଥିବାରୁ ଲୋକଙ୍କ ମଧ୍ୟରେ ପର୍ବ ପାଳନ ତାରିଖ ଓ ତିଥିକୁ ନେଇ ସନ୍ଦେହ ଉପୁଜିଛି। ଲୋକଙ୍କ ମନେର ରକ୍ଷାବନ୍ଧନ,ଜନ୍ମାଷ୍ଟମୀ ଓ ଗଣେଶ ଚତୁର୍ଥୀକୁ ନେଇ ଆଶଙ୍କା ରହିଛି। ତେବେ ଆସନ୍ତୁ…